କନକବ୍ୟୁରୋ : କନ୍ଧମାଳ ଦାରିଙ୍ଗବାଡ଼ି ବ୍ଲକରେ ଆମ୍ବଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ଘଟଣା । ଫୁଡ ପଏଜନିଂରୁ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡୁଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏହା ସ୍ପଷ୍ଟ କରିବାକୁ ଖାଦ୍ୟ ଓ ପାନୀୟ ନମୁନା ଫୁଡ ସେଫଟି ଏଜେନସିକୁ ପରୀକ୍ଷା ପାଇଁ ପଠାଯାଇଛି । ୭୨ ଘଣ୍ଟାରେ ରିପୋର୍ଟ ଆସିବ । ବ୍ରହ୍ମପୁର ମେଡିକାଲରେ ୬ଜଣଙ୍କ ଚିକିତ୍ସା ଚାଲିଛି ।
ଦାରିଙ୍ଗିବାଡି : ଆମ୍ବ ଟାକୁଆ ଖାଇ ୨ ମୃତ୍ୟୁ । ଗାଁରେ ପହଂଚିଲା ସ୍ୱାସ୍ଥ୍ୟ ଟିମ
କନ୍ଧମାଳ ଦାରିଙ୍ଗବାଡ଼ି ବ୍ଲକରେ ଆମ୍ବଟାକୁଆ ଖାଇ ୨ଜଣଙ୍କ ମୃତ୍ୟୁ ଘଟଣା । ଫୁଡ ପଏଜନିଂରୁ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣା ପଡୁଥିବା କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଏହା ସ୍ପଷ୍ଟ କରିବାକୁ ଖାଦ୍ୟ ଓ ପାନୀୟ ନମୁନା ଫୁଡ ସେଫଟି ଏଜେନସିକୁ ପରୀକ୍ଷା ପାଇଁ ପଠାଯାଇଛି।