ମାଲବାହୀ ଗାଡିକୁ ଧକ୍କା ଦେଲା ଦରଭଙ୍ଗା ଏକ୍ସପ୍ରେସ: ଦୁର୍ଘଟଣା ପରେ ଟ୍ରେନରେ ଲାଗିଗଲା ନିଆଁ

Advertisment

ମହୀଶୁରରୁ ବିହାରର ଦରଭଙ୍ଗା ଯାଉଥିବା ବାଗମତି ଏକ୍ସପ୍ରେସ ଚେନ୍ନାଇ ନିକଟରେ ଏକ ମାଲବାହୀ ଗାଡିକୁ ଧକ୍କା ଦେଇଛି । ଦୁର୍ଘଟଣା ପରେ ଟ୍ରେନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି ।

ମହୀଶୁରରୁ ବିହାରର ଦରଭଙ୍ଗା ଯାଉଥିବା ବାଗମତି ଏକ୍ସପ୍ରେସ ଚେନ୍ନାଇ ନିକଟରେ ଏକ ମାଲବାହୀ ଗାଡିକୁ ଧକ୍କା ଦେଇଛି । ଦୁର୍ଘଟଣା ପରେ ଟ୍ରେନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି ।

wdw

କନକ ବ୍ୟୁରୋ: ମହୀଶୁରରୁ ବିହାରର ଦରଭଙ୍ଗା ଯାଉଥିବା ବାଗମତି ଏକ୍ସପ୍ରେସ ଚେନ୍ନାଇ ନିକଟରେ ଏକ ମାଲବାହୀ ଗାଡିକୁ ଧକ୍କା ଦେଇଛି । ଦୁର୍ଘଟଣା ପରେ ଟ୍ରେନରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଏହି ଘଟଣା କାବରାଇପୋଟ୍ଟଇ ରେଳ ଷ୍ଟେସନ ନିକଟରେ ହୋଇଛି । ଏହି ଘଟଣାରେ ଏବେ ଯାଏଁ କୌଣସି ମୃତାହତ ଖବର ସାମ୍ନାକୁ ଆସିନାହିଁ । 

ଟ୍ରେନ ଦୁର୍ଘଟଣା ପରେ ଟ୍ରେନର ୩ଟି ବଗିରେ ନିଆଁ ଲାଗିଥିବା ବେଳେ ୬ଟି ଗବି ଲାଇନଚ୍ୟୁତ ହୋଇଥିବା ଜଣାପଡିଛି । ସେହିପରି କିଛି ଯାତ୍ରୀ ଆହତ ହୋଇଥିବା ମଧ୍ୟ ସୂଚନା ଆସୁଛି । ଘଟଣା ସ୍ଥଳରେ ରେସ୍କ୍ୟୁ ଟିମ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe