କନକ ବ୍ୟୁରୋ: ଦାଦାବଟି ପାଇଁ ଦରଜୀ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ । ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ସମ୍ମୁଖରେ ଅଘଟଣ । ଗୁରୁତର ଆହତ ହେଉଛନ୍ତି ପ୍ରତାପ ମହାପାତ୍ର । ଦୋକାନରେ ବସିଥିବା ସମୟରେ ୨ ଜଣ ଦୁର୍ବୃତ୍ତ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପ୍ରତାପଙ୍କ ହାତରେ ଗଭୀର ଆଘାତ ଲାଗିଛି । ତାଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣା ନେଇ ଅଭିଯୋଗ ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ଟାଉନ ଥାନା ପୁଲିସ ।
ଦାଦାବଟି ପାଇଁ ସେବାୟତଙ୍କୁ ମାଡ଼ ; ଶ୍ରୀମନ୍ଦିର ସମ୍ମୁଖରେ ମରଣାନ୍ତକ ଆକ୍ରମଣ
ଦାଦାବଟି ପାଇଁ ଦରଜୀ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ । ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ସମ୍ମୁଖରେ ଦୋକାନରେ ବସିଥିବାବେଳେ ଅତର୍କିତ ଆକ୍ରମଣ । ଅଭିଯୋଗ ପରେ ଦୁଇ ଅଭିଯୁକ୍ତ ଗିରଫ ।
/kanak/media/media_files/2025/08/19/21-2025-08-19-11-12-33.jpg)