ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା: ପାଣିପାଗ ବିଭାଗ ପକ୍ଷରୁ ମିଳିଲା ସୂଚନା

Advertisment

ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା । ପାଣିପାଗ ବିଭାଗ ପକ୍ଷରୁ ମିଳିଲା ସୂଚନା । ଭୀଷଣ ବାତ୍ୟା ରୂପ ନେଇ ଛୁଇଁବ ସ୍ଥଳଭାଗ । ୧୫ କିମି ବେଗରେ ଆଗୁଆ ବଢୁଛି ବାତ୍ୟା ।

ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା । ପାଣିପାଗ ବିଭାଗ ପକ୍ଷରୁ ମିଳିଲା ସୂଚନା । ଭୀଷଣ ବାତ୍ୟା ରୂପ ନେଇ ଛୁଇଁବ ସ୍ଥଳଭାଗ । ୧୫ କିମି ବେଗରେ ଆଗୁଆ ବଢୁଛି ବାତ୍ୟା ।

ss

କନକ ବ୍ୟୁରୋ: ଭିତରକନିକା-ଧାମରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା । ପାଣିପାଗ ବିଭାଗ ପକ୍ଷରୁ ମିଳିଲା ସୂଚନା । ଭୀଷଣ ବାତ୍ୟା ରୂପ ନେଇ ଛୁଇଁବ ସ୍ଥଳଭାଗ । ୧୫ କିମି ବେଗରେ ଆଗୁଆ ବଢୁଛି ବାତ୍ୟା । ପାରାଦୀପଠାରୁ ୫୨୦ କିମି ଦୂରରେ ଅବସ୍ଥିତ । ସାଗର ଦ୍ୱୀପଠାରୁ ୬୦୦ କିମି ଦୂରରେ ବାତ୍ୟା । ବାଂଲାଦେଶ ଖେପୁରାଠାରୁ ୬୧୦ କିମି ଦୂରରେ ଅବସ୍ଥିତ । ୨୪ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା । ଘଣ୍ଟାପ୍ରତି ୧୦୦ରୁ ୧୨୦ ବେଗରେ ପବନ ବହିବା ସମ୍ଭାବନା । ପାରାଦୀପ, ଧାମରା, ପୁରୀ ପୋର୍ଟକୁ ୪ ନମ୍ବର ବିଦପ ସଙ୍କେତ ଜାରି । ଗୋପାଳପୁର ବନ୍ଦରକୁ ୨ ନମ୍ବର ବିପଦ ସଙ୍କେତ ଜାରି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe