ଜାପାନ ଏୟାରଲାଇନ୍ସକୁ ସାଇବର ଆଟାକ୍ : ସରଭରକୁ ଅଚଳ କରିବାକୁ ପ୍ରୟାସ , ପ୍ରଭାବିତ ହୋଇପାରେ ବିମାନ ଚଳାଚଳ

Advertisment

ଜାପାନ ଏୟାର ଲାଇନ୍ସକୁ ସାଇବର ଆଟାକ୍ । ସକାଳ ପାଖାପାଖି ୭ଟା ୩୦ରେ ସାଇବର ଆଟାକ୍ ହୋଇଥିବା ଜଣାପଡ଼ିଛି । ଏୟାରଲାଇନ୍ସର ଭିତର ଓ ବାହାର ସିଷ୍ଟମ ପ୍ରଭାବିତ ହୋଇଛି ।  ସାଇବର ଆଟାକ୍ ଯୋଗୁ ଜାପାନ ଏୟାରଲାଇନ୍ସର ସେବା ବନ୍ଦ ରହିଛି । ଫ୍ଲାଇଟ୍ ଟିକେଟ୍ ବିକ୍ରି ମଧ୍ୟ ରଦ୍ଦ କରାଯାଇଛି ।

airlines

airlines Photograph: (airlines )

କନକବ୍ୟୁରୋ : ଜାପାନ ଏୟାର ଲାଇନ୍ସକୁ ସାଇବର ଆଟାକ୍ । ସକାଳ ପାଖାପାଖି ୭ଟା ୩୦ରେ ସାଇବର ଆଟାକ୍ ହୋଇଥିବା ଜଣାପଡ଼ିଛି । ଏୟାରଲାଇନ୍ସର ଭିତର ଓ ବାହାର ସିଷ୍ଟମ ପ୍ରଭାବିତ ହୋଇଛି ।  ସାଇବର ଆଟାକ୍ ଯୋଗୁ ଜାପାନ ଏୟାରଲାଇନ୍ସର ସେବା ବନ୍ଦ ରହିଛି । ଫ୍ଲାଇଟ୍ ଟିକେଟ୍ ବିକ୍ରି ମଧ୍ୟ ରଦ୍ଦ କରାଯାଇଛି ।  ଏହା ଦ୍ବାରା ଅନେକ ଘରୋଇ ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇପାରେ ,  ଜାପାନ ଏୟାର ଲାଇନ୍ସର ଦେଶର ଦ୍ବିତୀୟ ବଡ଼ ଏୟାରଲାଇନ୍ସ କମ୍ପାନୀ ।  ଜାପାନ ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି ଯେ, ସାଇବର ଆଟାକ୍ ସମ୍ପର୍କରେ ତଥ୍ୟ ମିଳିସାରିଛି । ସିଷ୍ଟମ ରିକଭରି କରିବା ପାଇଁ ଉଦ୍ୟମ କରାଯାଉଛି। 
 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe