କଟକରୁ ନାବାଳିକା ବାଂଲାଦେଶୀ ଯୁବତୀ ଉଦ୍ଧାର ଘଟଣା । ସାମ୍ନାକୁ ଆସୁଛି ସତ, ଦେହ ବ୍ୟବସାୟ ନେଇ ଅଭିଯୋଗ ପରେ ଆକ୍ସନମୋଡରେ ପୋଲିସ

Advertisment

କଟକରେ ଜଣେ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ପରେ ଏଭଳି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ନାବାଳିକା ସୂଚନା ଆଧାରରେ କଟକ କମିଶନରେଟ୍ ପୁଲିସ ଖୋଳତାଡ ଆରମ୍ଭ କରିଛି। ସଂପୃକ୍ତ ନାବାଳିକାକୁ ଉଦ୍ଧାର କରାଯାଇ ବିଡାନାସୀ ସ୍ଥିତି ବସୁନ୍ଧରାରେ ରଖାଯାଇଛି। ଚାକିରି ଲୋଭ ଦେଖାଇ ଜଙ୍ଗଲ ରାସ୍ତାରେ ସୀମା ପାର କରାଉଛନ୍ତି ଦଲାଲ। ପୀଡ଼ିତାଙ୍କ ବୟାନ ଆଧାରରେ ୫ ଜଣ ଦଲାଲଙ୍କ ବିରୋଧରେ ମଧୁପାଟଣା ଥାନାରେ ମାମଲା ରୁଜୁ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର । 

frefrefsref

କନକ ବ୍ୟୁରୋ : ବାଂଲାଦେଶରୁ ଓଡ଼ିଶାକୁ ଯୁବତୀ ଚାଲାଣର ଖୋଲିଲା ରହସ୍ୟ। ଯୁବତୀ ଓ ନାବାଳିକାଙ୍କୁ ଓଡ଼ିଶା ଆଣି ଦେହ ବ୍ୟବସାୟରେ ଲଗାଯାଉଥିଲା। କଟକରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ମାମଲା ରୁଜୁ କରିଛି କମିଶନରେଟ ପୋଲିସ। ନାବାଳିକା ଉଦ୍ଧାର ହୋଇଥିବା ସ୍ଥାନକୁ ଯାଇ ପୁଲିସ ତଦନ୍ତ ଆରମ୍ଭ କରିଛି। ବାଂଲାଦେଶରୁ ନାବାଳିକା ଓ ଯୁବତୀଙ୍କୁ ବେଆଇନ ଭାବେ ସୀମା ପାର କରାଇ ବେଆଇନ କାମରେ ନିୟୋଜିତ କରାଯାଉଥିବା ଅଭିଯୋଗ ହୋଇଛି । 

କଟକରେ ଜଣେ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ପରେ ଏଭଳି ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ନାବାଳିକା ସୂଚନା ଆଧାରରେ କଟକ କମିଶନରେଟ୍ ପୁଲିସ ଖୋଳତାଡ ଆରମ୍ଭ କରିଛି। ସଂପୃକ୍ତ ନାବାଳିକାକୁ ଉଦ୍ଧାର କରାଯାଇ ବିଡାନାସୀ ସ୍ଥିତି ବସୁନ୍ଧରାରେ ରଖାଯାଇଛି। ଚାକିରି ଲୋଭ ଦେଖାଇ ଜଙ୍ଗଲ ରାସ୍ତାରେ ସୀମା ପାର କରାଉଛନ୍ତି ଦଲାଲ। ପୀଡ଼ିତାଙ୍କ ବୟାନ ଆଧାରରେ ୫ ଜଣ ଦଲାଲଙ୍କ ବିରୋଧରେ ମଧୁପାଟଣା ଥାନାରେ ମାମଲା ରୁଜୁ ହୋଇଛି । ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର । 

ନାବାଳିକାଙ୍କୁ ଭାରତରେ ଚାକିରି କରାଇ ଦେବାର ଲୋଭ ଦେଖାଇ ଦଲାଲ ପଶ୍ଚିମବଙ୍ଗ ଆଣିଥିଲେ। ବାଂଲାଦେଶ ସୀମାରେ ଜଙ୍ଗଲ ଭିତରେ ଥିବା ଗଳା ରାସ୍ତାରେ ସୀମା ପାର କରାଯାଉଥିଲା। କୋଲକାତାରେ ପହଂଚିବା ପରେ ଆଉ କିଛି ଦଲାଲ ଚାକିରି ଦେବା ବଦଳରେ ଦେହ ବ୍ୟବସାୟରେ ଲଗାଉଥିଲେ। ସେଠୁ ଆଉ ଜଣେ ଦଲାଲ ଭୁବନେଶ୍ବର ଆଣୁଥିଲେ। ଭୁବନେଶ୍ବରେ ମଧ୍ୟ ସେମାନଙ୍କୁ ଦେହ ବ୍ୟବସାୟରେ ଲଗାଯାଉଥିବା ଜଣାପଡ଼ିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe