କଟକ: ମଶା ବଢାଉଛି ଚିନ୍ତା ,ମଶାତେଲ ପକାଇବାରେ ଅନିୟମିତତା ଅଭିଯୋଗ । ସିଏମସି କହିଲେ ନିଆଯାଉଛି ପଦକ୍ଷେପ

Advertisment

କଟକ ସହରରେ ଏବେ ଲୋକଙ୍କ ଚିନ୍ତା ବଢ଼ାଇଲାଣି ମଶାଙ୍କ ପ୍ରାଦୁର୍ଭାବ। ପ୍ରତ୍ୟେକ ଗଳି କନ୍ଦିରେ ଯେଉଁ ଆଡ଼େ ବି ଦେଖିବେ ସମାନ ଅବସ୍ଥା ।  ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ଯୁବ ମୋର୍ଚ୍ଚା, ଓଡିଶା ରାଜ୍ୟ ସମ୍ପାଦକ ଗଗନ ଓଝାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କମିଶନରଙ୍କୁ ଭେଟି ସମସ୍ୟା ବିଷୟରେ ଜଣାଇଛନ୍ତି।

masa

କନକବ୍ୟୁରୋ :  କଟକ ସହରରେ ଏବେ ଲୋକଙ୍କ ଚିନ୍ତା ବଢ଼ାଇଲାଣି ମଶାଙ୍କ ପ୍ରାଦୁର୍ଭାବ। ପ୍ରତ୍ୟେକ ଗଳି କନ୍ଦିରେ ଯେଉଁ ଆଡ଼େ ବି ଦେଖିବେ ସମାନ ଅବସ୍ଥା ।  ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ଯୁବ ମୋର୍ଚ୍ଚା, ଓଡିଶା ରାଜ୍ୟ ସମ୍ପାଦକ ଗଗନ ଓଝାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କମିଶନରଙ୍କୁ ଭେଟି ସମସ୍ୟା ବିଷୟରେ ଜଣାଇଛନ୍ତି।

ମସାରୀ ଟାଙ୍ଗିବା ନେଇ ସଚେତନତନା, ମସା ତେଲ, ମସା ଧୂଆଁ ର ବ୍ୟବହାର ଏବଂ ପ୍ରତ୍ୟେକ ଡ୍ରେନକୁ ସଫା ରଖିବା ବିଷୟରେ ଆଲୋଚନା କରିଥିଲେ। ମଶା ତେଲ ପକାଇବା ଓ ଆବର୍ଜନା ସଫା କରିବାରେ ବ୍ୟାପକ ଅନିୟମିତତା ହେଉଥିବା ନେଇ ପ୍ରତିନିଧି ଦଳ ଅଭିଯୋଗ କରିଛନ୍ତି। ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବିପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା । ଅନ୍ୟପଟେ ମଶା ନିୟନ୍ତ୍ରଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଉଥିବା କହିଛନ୍ତି ସିଏମସି କମିଶନର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe