କନକ ବ୍ୟୁରୋ : ଜମୁଛି କଟକର ଐତିହାସିକ ବାଲିଯାତ୍ରା । ବିଭିନ୍ନ ପ୍ରକାର ଦୋଳି ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟର ମଜା ନେଉଛନ୍ତି ଦର୍ଶକ । ନୂଆ କରି ହୋଇଥିବା ଅନନ୍ତ ଦୁନିଆ ସାଙ୍ଗକୁ ଓଡ଼ିଆ ଚଳଚିତ୍ର ଇତିକଥା ସମସ୍ତଙ୍କୁ ବେଶ ଆକୃଷ୍ଟ କରୁଛି । ମେଳା ବୁଲିବା ସାଙ୍ଗକୁ ଲୋକମାନେ ବିଭିନ୍ନ ଘରକରଣା ସାମଗ୍ରୀ କିଣିନେଉଥିବା ମଧ୍ୟ ଦେଖିବାକୁ ମିଳୁଛି । ଚଳିତ ବର୍ଷ ବାଲିଯାତ୍ରାକୂ ଆକର୍ଷଣୀୟ ଓ ସ୍ମରଣୀୟ କରିବା ଲାଗି ବିଭିନ୍ନ ପଦକ୍ଷେପ ମାନେ ହାତକୁ ନେଇ ପ୍ରଶାସନ । ୧୩ଟି ରାଷ୍ଟ୍ରର ରାଷ୍ଟ୍ର ଦୂତଙ୍କ ସମେତ ୮ ଦେଶର କଳାକାରଙ୍କୁ ବାଲିଯାତ୍ରାକୁ ଆମନ୍ତ୍ରଣ କରାଯାଇଛି ।
ଜମୁଛି କଟକ ବାଲିଯାତ୍ରା ; ରାମଦୋଳି ସାଙ୍ଗକୁ ବିଭିନ୍ନ ସୁସ୍ୱାଦୁ ଖାଦ୍ୟର ମଜା ନେଉଛନ୍ତି ଲୋକେ ।
ଜମୁଛି ଐତିହାସିକ କଟକ ବାଲିଯାତ୍ରା । ଦୋଳିଖେଳ ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟର ମଜା ନେଉଛନ୍ତି ଦର୍ଶକ । ଅନନ୍ତ ଦୁନିଆ ଥିମ ସାଙ୍ଗକୁ ଓଡ଼ିଆ ଚଳଚିତ୍ର ଇତିକଥା କରୁଛି ଆକୃଷ୍ଟ ।
/kanak/media/media_files/2024/11/17/6B0lUYJLGc56rXRKEV9q.jpg)