କନକ ବ୍ୟୁରୋ: ଜୟପୁରରେ ବାଟ ହୁଡ଼ିଲା ସିଟି ବସ ସେବା, ୧୦ କୋଟିର ସମ୍ପତ୍ତିକୁ ବିକ୍ରି କରିଦେଲେ ମାତ୍ର ୨୪ ଲକ୍ଷ ଟଙ୍କାରେ। ଗମନାଗମନ ସୁବିଧା ଯୋଗାଇଦେବା ପାଇଁ ୨୦୧୭ରେ ଜୟପୁର ସହରରେ ପିପିପି ମୋଡ଼ରେ ସରକାର ଆରମ୍ଭ କରିଥିଲେ ସିଟି ବସ୍ ସେବା। ପ୍ରଥମ ପର୍ଯ୍ୟାୟରେ ସହରକୁ ଆସିଥିଲା ୨୦ଟି ବସ୍ । ପରେ ଆଉ ୪୦ଟି ବସ୍ ଆସିବ ବୋଲି କହିଥିଲେ ତତ୍କାଳିନ ବିଜେଡି ସରକାରଙ୍କ ପରିବହନ ମନ୍ତ୍ରୀ । ତେବେ ଏହି ସିଟି ବସ୍ ସେବା ଯାତ୍ରୀଙ୍କ ସୁବିଧାରେ ରାସ୍ତାରେ ଗଡ଼ିଲାନି ଯେତିକି ଝୁଣ୍ଟିଲା ସେତିକି।
୧୦ କୋଟିର ସମ୍ପତ୍ତି ମାତ୍ର ୨୪ ଲକ୍ଷରେ ବିକ୍ରି ; ଖତ ଖାଉଛି ଶହଶହ ସିଟି ବସ୍
ଜୟପୁରରେ ବାଟ ହୁଡ଼ିଲା ସିଟି ବସ ସେବା, ୧୦ କୋଟିର ସମ୍ପତ୍ତିକୁ ବିକ୍ରି କରିଦେଲେ ମାତ୍ର ୨୪ ଲକ୍ଷ ଟଙ୍କାରେ।
/kanak/media/media_files/46CB8LtxD8YXwRh1CNUq.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)