ବଢିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ! ବର୍ଷେ ଯାଏଁ ବଢିଥିବା ସୂଚନା ।

Advertisment

ବଢିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । ବର୍ଷେ ଯାଏଁ କାର୍ଯ୍ୟକାଳ ବଢିଥିବା ସୂଚନା । କାର୍ଯ୍ୟକାଳ ଅବଧି ବୃଦ୍ଧିକୁ କ୍ୟାବିନେଟ କମିଟିର ଅନୁମୋଦନ ।

ବଢିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । ବର୍ଷେ ଯାଏଁ କାର୍ଯ୍ୟକାଳ ବଢିଥିବା ସୂଚନା । କାର୍ଯ୍ୟକାଳ ଅବଧି ବୃଦ୍ଧିକୁ କ୍ୟାବିନେଟ କମିଟିର ଅନୁମୋଦନ ।

manoj ahu

କନକ ବ୍ୟୁରୋ : ବଢିଲା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ । ବର୍ଷେ ଯାଏଁ କାର୍ଯ୍ୟକାଳ ବଢିଥିବା ସୂଚନା । କାର୍ଯ୍ୟକାଳ ଅବଧି ବୃଦ୍ଧିକୁ କ୍ୟାବିନେଟ କମିଟିର ଅନୁମୋଦନ । ଡିସେମ୍ୱର ୩୧ରେ ସରୁଥିଲା ମନୋଜ ଆହୁଜାଙ୍କ କାର୍ଯ୍ୟକାଳ ।

ତେବେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ଗୁଡବୁକରେ ଅଛନ୍ତି ମନୋଜ । ରାଜ୍ୟରେ ବିଜେପି ସରକାରଙ୍କ ନିର୍ବାଚନୀ ପ୍ରତିଶ୍ରୁତିକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବାରେ ମନୋଜଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିଛି । ମୁଖ୍ୟ ସଚିବଙ୍କ ଉପରେ ସରକାରଙ୍କ ଭରସା ଥିବାରୁ ପୁନଶ୍ଚ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe