କନକ ବ୍ୟୁରୋ : ଭରତପୁର ମେଜର ଓ ପୋଲିସ କଳି ମାମଲା ନେଇ ବସିଥିବା କ୍ରାଇବ୍ରାଞ୍ଚ ଟିମ୍ ବୈଠକ ସରିଲା । କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସହ ଆଲୋଚନା ଶେଷ ହୋଇଛି । ମେଜର ଓ ବାନ୍ଧବୀଙ୍କ ବୟାନ ରେକର୍ଡର ରିପୋର୍ଟ ପ୍ରଦାନ କରାଯାଇଛି । ସମସ୍ତ ରିପୋର୍ଟ ଏଡିଜିକୁ ପ୍ରଦାନ କରାଯାଇଛି । ମୋବାଇଲର ସିଡିଆର୍ ଯାଞ୍ଚ ହେଉଛି । ଡିଜିଟାଲ ଏଭିଡେନ୍ସ, ପାରିଶ୍ୱର୍ିକ ପ୍ରମାଣ ମିଳିଛି । ରିପୋର୍ଟରେ ତଥ୍ୟ ରହିଛି । ଚାପମୁକ୍ତ ହୋଇ ତଦନ୍ତ ଚାଲିଛି । କ୍ରାଇବ୍ରାଞ୍ଚ ବଡ ଖୁଲାସା କରିବ ବୋଲି ତଦନ୍ତକାରୀ ଅଧିକାରୀ ସୂଚନା ଦେଇଛନ୍ତି
ଭରତପୁର ମେଜର ଓ ପୋଲିସ କଳି ମାମଲା : କ୍ରାଇବ୍ରାଞ୍ଚ ଟିମ୍ ବୈଠକ ଶେଷ, ହୋଇପାରେ ବଡ ଖୁଲାସା
ଭରତପୁର ମେଜର ଓ ପୋଲିସ କଳି ମାମଲା ନେଇ ବସିଥିବା କ୍ରାଇବ୍ରାଞ୍ଚ ଟିମ୍ ବୈଠକ ସରିଲା ।