କନକ ବ୍ୟୁରୋ : ଆଜି ବିଜୁ ଜନତା  ଦଳର ବଡ଼ ବୈଠକ ବସୁଛି । ସନ୍ଧ୍ୟା ୫ଟାରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ନବୀନ ନିବାସରେ ରାଜନୈତିକ ବ୍ୟାପାର କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ।  ପ୍ରଶ୍ନ ଉଠୁଛି, କଣ ହେବ ଆଲୋଚନା ? ଦୁଇ ଜଣଙ୍କ ଆକ୍ସନ ପରେ କାହା ଉପରେ ହେବ କି କାର୍ଯ୍ୟାନୁଷ୍ଠାନ  ?

Advertisment

 ଏସବୁ ଦିଗ ଉପରେ ନଜର ରହିବ । ବିଜେଡିର ସବୁଠାରୁ ଶକ୍ତିଶାଳୀ କମିଟି ହେଉଛି ରାଜନୈତିକ ବ୍ୟାପାର କମିଟି । ଅରବିନ୍ଦ ମହାପାତ୍ର ଓ ସନା ମହାକୁଡ଼ଙ୍କ ନିଲମ୍ବନ ପରେ ଏହି ବୈଠକ ବସୁଥିବାରୁ ବୈଠକରେ କଣ ଆଲୋଚନା ହେବ ତାହାରି ଉପରେ ସମସ୍ତଙ୍କ  ନଜର ରହିବ । 

ଷ୍ଟୋରୀ ଅପଡେଟ୍ ହେଉଛି ...