ସୁନାବେଶ ପାଇଁ ପୁରୀରେ ବଢ଼ୁଛି ଭକ୍ତଙ୍କ ଭିଡ଼ : ଜାଣନ୍ତୁ କେଉଁବାଟେ ଯିବେ ପୁରୀ ?

Advertisment

ସୁନାବେଶ ପାଇଁ ପୁରୀରେ ବଢ଼ୁଛି ଭକ୍ତଙ୍କ ଭିଡ଼  ।  ସତର୍କ କଲା ଓଡ଼ିଶା ପୁଲିସ

ସୁନାବେଶ ପାଇଁ ପୁରୀରେ ବଢ଼ୁଛି ଭକ୍ତଙ୍କ ଭିଡ଼  ।  ସତର୍କ କଲା ଓଡ଼ିଶା ପୁଲିସ

SUNABESH

Photograph: (KANAKNEWS)

କନକବ୍ୟୁରୋ : ସୁନାବେଶ ପାଇଁ ପୁରୀରେ ବଢ଼ୁଛି ଭକ୍ତଙ୍କ ଭିଡ଼  ।  ସତର୍କ କଲା ଓଡ଼ିଶା ପୁଲିସ ।  ଅପରାହ୍ଣ ୫ଟାରେ ସୁନାବେଶ ହେବାକୁ ଥିବା ବେଳେ ଏଥିପାଇଁ ପୁରୀରେ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଲାଣି  ।  ପୁରୀରେ ଅଧିକ ଭକ୍ତଙ୍କ ସମାଗମ ହୋଇଥିବାରୁ ସତର୍କ କରାଇଛି ପୁଲିସ । ସହରରେ ଥିବା ପାର୍କିଂ ସ୍ଥାନ ଗୁଡ଼ିକ ପ୍ରାୟ ଭର୍ତ୍ତି ହୋଇସାରିଛି । ଏପରିକି ଭେଇକିଲ ପାସ୍ ବି ରଦ୍ଦ କରାଯାଇଛି ।

ବାଟଗାଁ ଓ ମାଳତିପାଟପୁରରେ ଘଣ୍ଟାଏ ପର୍ଯ୍ୟନ୍ତ କରିବାକୁ ପଡ଼ିପାରେ ଅପେକ୍ଷା  ।  ଭିଡ଼କୁ ନଜରରେ ରଖି ଯୋଜନା କରିବାକୁ ପରାମର୍ଶ ଦେଇଛି ଓଡ଼ିଶା ପୁଲିସ ।  ପୁରୀରେ ଅଧିକ  ଭକ୍ତଙ୍କ ସମାଗମ ହୋଇଥିବାରୁ ସତର୍କ କରାଇଛି ପୁଲିସ ।  ସହରରେ ଥିବା ପାର୍କିଂ ସ୍ଥାନ ଗୁଡ଼ିକ ପ୍ରାୟ ଭର୍ତ୍ତି ହୋଇସାରିଛି  ।  ଏପରିକି ଭେଇକିଲ ପାସ୍ ବି ରଦ୍ଦ କରାଯାଇଛି  । ବାଟଗାଁ ଓ ମାଳତିପାଟପୁରରେ ଘଣ୍ଟାଏ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ ।  ଭିଡ଼କୁ ନଜରରେ ରଖି ଯୋଜନା କରିବାକୁ ପରାମର୍ଶ ଦେଇଛି ଓଡ଼ିଶା ପୁଲିସ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe