କନକବ୍ୟୁରୋ : ସୁନାବେଶ ପାଇଁ ପୁରୀରେ ବଢ଼ୁଛି ଭକ୍ତଙ୍କ ଭିଡ଼ । ସତର୍କ କଲା ଓଡ଼ିଶା ପୁଲିସ । ଅପରାହ୍ଣ ୫ଟାରେ ସୁନାବେଶ ହେବାକୁ ଥିବା ବେଳେ ଏଥିପାଇଁ ପୁରୀରେ ପ୍ରବଳ ଭକ୍ତଙ୍କ ଭିଡ଼ ଜମିଲାଣି । ପୁରୀରେ ଅଧିକ ଭକ୍ତଙ୍କ ସମାଗମ ହୋଇଥିବାରୁ ସତର୍କ କରାଇଛି ପୁଲିସ । ସହରରେ ଥିବା ପାର୍କିଂ ସ୍ଥାନ ଗୁଡ଼ିକ ପ୍ରାୟ ଭର୍ତ୍ତି ହୋଇସାରିଛି । ଏପରିକି ଭେଇକିଲ ପାସ୍ ବି ରଦ୍ଦ କରାଯାଇଛି ।
ବାଟଗାଁ ଓ ମାଳତିପାଟପୁରରେ ଘଣ୍ଟାଏ ପର୍ଯ୍ୟନ୍ତ କରିବାକୁ ପଡ଼ିପାରେ ଅପେକ୍ଷା । ଭିଡ଼କୁ ନଜରରେ ରଖି ଯୋଜନା କରିବାକୁ ପରାମର୍ଶ ଦେଇଛି ଓଡ଼ିଶା ପୁଲିସ । ପୁରୀରେ ଅଧିକ ଭକ୍ତଙ୍କ ସମାଗମ ହୋଇଥିବାରୁ ସତର୍କ କରାଇଛି ପୁଲିସ । ସହରରେ ଥିବା ପାର୍କିଂ ସ୍ଥାନ ଗୁଡ଼ିକ ପ୍ରାୟ ଭର୍ତ୍ତି ହୋଇସାରିଛି । ଏପରିକି ଭେଇକିଲ ପାସ୍ ବି ରଦ୍ଦ କରାଯାଇଛି । ବାଟଗାଁ ଓ ମାଳତିପାଟପୁରରେ ଘଣ୍ଟାଏ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ । ଭିଡ଼କୁ ନଜରରେ ରଖି ଯୋଜନା କରିବାକୁ ପରାମର୍ଶ ଦେଇଛି ଓଡ଼ିଶା ପୁଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/07/06/sunabesh-2025-07-06-12-47-02.jpg)