ହୋମଗାର୍ଡ ପରୀକ୍ଷା ପାଇଁ ଲାଗିଛି ଭିଡ଼ : ୧୦୨ହୋମଗାର୍ଡ ପଦ ଲାଗି ୪ହଜାରରୁ ଅଧିକ ପରୀକ୍ଷାର୍ଥୀ

Advertisment

୧୦୨ଟି ହୋମଗାର୍ଡ ପଦ ଲାଗି ୪ ହଜାରରୁ ଅଧିକ ପରୀକ୍ଷାର୍ଥୀ। ଝାରସୁଗୁଡା ଜିଲ୍ଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀ ଆସିଛନ୍ତି ।

୧୦୨ଟି ହୋମଗାର୍ଡ ପଦ ଲାଗି ୪ ହଜାରରୁ ଅଧିକ ପରୀକ୍ଷାର୍ଥୀ। ଝାରସୁଗୁଡା ଜିଲ୍ଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀ ଆସିଛନ୍ତି ।

14

Photograph: (kanaknews)

କନକବ୍ୟୁରୋ : ୧୦୨ଟି ହୋମଗାର୍ଡ ପଦ ଲାଗି ୪ ହଜାରରୁ ଅଧିକ ପରୀକ୍ଷାର୍ଥୀ। ଝାରସୁଗୁଡା ଜିଲ୍ଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀ ଆସିଛନ୍ତି ।  ଓଏସ୍ଏପି ବାଟାଲିୟନ ପଡ଼ିଆରେ ପରୀକ୍ଷା ଚାଲିଛି ।  ପଡ଼ିଆରେ ବସି ପରୀକ୍ଷା ଦେଉଛନ୍ତି ଆଶାୟୀ । ୧ ହଜାର ୧୦ ଜଣ ପ୍ରାର୍ଥୀ ମନୋନୀତ ହୋଇ ପରବର୍ତ୍ତୀ ଶାରୀରିକ ପରୀକ୍ଷାକୁ ଯିବେ ।  ପରୀକ୍ଷା କିଭଳି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ତାକୁ ନଜରରେ ରଖି ପରୀକ୍ଷାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।

SIR Before Panchayat Elections : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏସ୍‌ଆଇଆର୍ !

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe