କନକବ୍ୟୁରୋ : ୧୦୨ଟି ହୋମଗାର୍ଡ ପଦ ଲାଗି ୪ ହଜାରରୁ ଅଧିକ ପରୀକ୍ଷାର୍ଥୀ। ଝାରସୁଗୁଡା ଜିଲ୍ଲାରେ ଖାଲି ପଡ଼ିଥିବା ୧୦୨ଟି ହୋମଗାର୍ଡ ପଦ ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀ ଆସିଛନ୍ତି । ଓଏସ୍ଏପି ବାଟାଲିୟନ ପଡ଼ିଆରେ ପରୀକ୍ଷା ଚାଲିଛି । ପଡ଼ିଆରେ ବସି ପରୀକ୍ଷା ଦେଉଛନ୍ତି ଆଶାୟୀ । ୧ ହଜାର ୧୦ ଜଣ ପ୍ରାର୍ଥୀ ମନୋନୀତ ହୋଇ ପରବର୍ତ୍ତୀ ଶାରୀରିକ ପରୀକ୍ଷାକୁ ଯିବେ । ପରୀକ୍ଷା କିଭଳି ଶାନ୍ତି ଶୃଙ୍ଖଳାର ସହ ଶେଷ ହେବ ତାକୁ ନଜରରେ ରଖି ପରୀକ୍ଷାସ୍ଥଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।
SIR Before Panchayat Elections : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏସ୍ଆଇଆର୍ !
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/12/28/14-2025-12-28-09-42-03.jpg)