ସେୟାର ମାର୍କେଟ୍‌ରେ ଟ୍ରେଡିଂ ନାଁରେ କୋଟି କୋଟିର ଠକେଇ ; ଟ୍ରେଡିଙ୍ଗ୍‌ ଲୁଟେରାକୁ ଗିରଫ କଲା ପୁଲିସ

ସେୟାର ମାର୍କେଟ ଟ୍ରେଡିଙ୍ଗ ନାଁରେ କୋଟି କୋଟି ଲୁଟ୍ । ଆସାମରୁ ଗିରଫ ହେଲେ ଟ୍ରେଡିଙ୍ଗ ଲୁଟେରା । ବଲାଙ୍ଗୀରର ଦେବୋଜିତ ତ୍ରିପାଠୀଙ୍କୁ ଗିରଫ କଲା ମାଲକାନଗିରି ପୁଲିସ । ଆସାମ ତେଜପୁରରୁ ଅଭିଯୁକ୍ତକୁ ଗିରଫ କରିଛି ମାଲକାନଗିରି ପୁଲିସ । ମାଲକାନଗିରିରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ଥିଲେ ଦେବୋଜିତ ତ୍ରିପାଠୀ ।

15:ଂ ମନ

Photograph: (kanaknews)

କନକ ବ୍ୟୁରୋ : ସେୟାର ମାର୍କେଟ ଟ୍ରେଡିଙ୍ଗ ନାଁରେ କୋଟି କୋଟି ଲୁଟ୍ । ଆସାମରୁ ଗିରଫ ହେଲେ ଟ୍ରେଡିଙ୍ଗ ଲୁଟେରା । ବଲାଙ୍ଗୀରର ଦେବୋଜିତ ତ୍ରିପାଠୀଙ୍କୁ ଗିରଫ କଲା ମାଲକାନଗିରି ପୁଲିସ । ଆସାମ ତେଜପୁରରୁ ଅଭିଯୁକ୍ତକୁ ଗିରଫ କରିଛି ମାଲକାନଗିରି ପୁଲିସ । ମାଲକାନଗିରିରେ ୩ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ଥିଲେ ଦେବୋଜିତ ତ୍ରିପାଠୀ । ଓଡିଶା ସମେତ ବିଭିନ୍ନ ରାଜ୍ୟରୁ କୋଟି କୋଟି ଟଙ୍କା ଲୁଟ୍ କରିଥିବାର ରହିଛି ଅଭିଯୋଗ । 

ତେବେ ବର୍ତ୍ତମାନର ଯୁବପିଢ଼ିଙ୍କୁ ରାତାରାତି କୋଟିପତି ହେବାର ନିଶା ଘାରିଛି । ସେହିଭଳି କିଛି ବ୍ୟକ୍ତିଙ୍କୁ ଜାଲରେ ଫସାଇ କୋଟି କୋଟି ଟଙ୍କା ଲୁଟ୍‌ କରନ୍ତି ଏହି ଟ୍ରେଡିଂ ଲୁଟେରା । ତାଙ୍କ ନାଁରେ ଏତେଲା ପରେ ଶେଷରେ ଗିରଫ ହୋଇଛନ୍ତି ଏହି ଲୁଟେରା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe