କୁଆଖାଇ ନଦୀରେ କୁମ୍ଭୀର ; ମଞ୍ଚେଶ୍ୱର ନିକଟ ନଦୀପଠାରେ ଶୋଇଥିବା ଦେଖିଲେ ଲୋକେ

କୁଆଖାଇ ନଦୀରେ ବୁଲୁଛି କୁମ୍ଭୀର । ଆଜି ଦୃଶ୍ୟ ଦେଖିବାକୁ ମିଳିଛି । ମଞ୍ଚେଶ୍ୱର ନିକଟ କୁଆଖାଇ ନଦୀରେ ଆଜି କିଛି ଲୋକ ଗାଧୋଇଥିବା ସମୟରେ କୁମ୍ଭୀର ନଦୀପଠାରେ ଶୋଇଥିବା ଦେଖିବାକୁ ପାଇଥିଲେ ।

29cr

କନକ ବ୍ୟୁରୋ: କୁଆଖାଇ ନଦୀରେ ବୁଲୁଛି କୁମ୍ଭୀର । ଆଜି ଦୃଶ୍ୟ ଦେଖିବାକୁ ମିଳିଛି । ମଞ୍ଚେଶ୍ୱର ନିକଟ କୁଆଖାଇ ନଦୀରେ ଆଜି କିଛି ଲୋକ ଗାଧୋଇଥିବା ସମୟରେ କୁମ୍ଭୀର ନଦୀପଠାରେ ଶୋଇଥିବା ଦେଖିବାକୁ ପାଇଥିଲେ । ଏହି ଖବର ବିଜୁଳି ବେଗରେ ଚାରିଆଡେ ଖେଳିଯିବା ପରେ କମ୍ଭୀର ନଦୀପଠାରେ ଶୋଇଥିବାର ଦୃଶ୍ୟକୁ ନିଜ ମୋବାଇଲେ ରେକର୍ଡ କରିଥିଲେ ସ୍ଥାନୀୟବାସିନ୍ଦା । ଏହାପରେ ନଦୀକୂଳିଆ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe