କନକ ବ୍ୟୁରୋ : ଭିତରକନିକାରେ ଆଜିଠୁ ଆରମ୍ଭ ହୋଇଛି ବଉଳା କୁମ୍ଭୀର ଗଣନା। ଭିତରକନିକା ସମେତ ରାଜନଗର ବନଖଣ୍ଡ ଅଧୀନ ୫ଟି ରେଞ୍ଜର ନଦୀ ନାଳରେ ଥିବା କୁମ୍ଭୀର ମାନଙ୍କୁ ଗଣନା କରାଯାଉଛି। ବନବିଭାଗ ତରଫରୁ ୨୨ଟି ଟିମ ଗଠନ କରାଯାଇଛି । ପ୍ରତି ଟିମରେ ୭ରୁ ୮ ଜଣ ଲେଖାଏଁ ବନ କର୍ମଚାରୀ ଅଛନ୍ତି। ପ୍ରାଣୀ ବୈଜ୍ଞାନିକ ମାନଙ୍କୁ ମଧ୍ୟ ଗଣନା କାର୍ଯ୍ୟରେ ସାମିଲ କରାଯାଇଛି । ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡ଼କ୍ଟର ସୁଧାକରଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ କରାଯାଉଛି ।
ଭିତରକନିକାରେ ଆଜିଠୁ ଆରମ୍ଭ ହେଲା କୁମ୍ଭୀର ଗଣନା । ପ୍ରାଣୀ ବିଜ୍ଞାନୀଙ୍କ ସମେତ ଗଣନା କାର୍ଯ୍ୟରେ ୨୨ ଟି ଟିମ୍ ସାମିଲ
ପ୍ରତି ଟିମରେ ୭ରୁ ୮ ଜଣ ଲେଖାଏଁ ବନ କର୍ମଚାରୀ ଅଛନ୍ତି। ପ୍ରାଣୀ ବୈଜ୍ଞାନିକ ମାନଙ୍କୁ ମଧ୍ୟ ଗଣନା କାର୍ଯ୍ୟରେ ସାମିଲ କରାଯାଇଛି । ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡ଼କ୍ଟର ସୁଧାକରଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ କରାଯାଉଛି ।
/kanak/media/media_files/2025/01/19/ylCL8wUTqzJDzKL7K6Wy.jpg)