ଦାମୀ କାରରେ ଆସି ଛେଳି ଚୋରି କରୁଥିଲେ ଦୁର୍ବୃତ୍ତ : ସିସିଟିଭି ଫୁଟେଜ ଆଧାରରେ ଚାଲିଛି ତଦନ୍ତ

ଦାମୀ କାରରେ ଆସୁଥିଲେ ।  ଛେଳି ଚୋରି କରି ଚମ୍ପଟ ମାରୁଥିଲେ ।   ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରୁ କିଛି ଦିନ ହେଲା  ଛେଳି ଗୋଠରୁ ଛେଳି ଚୋରି ହେଉଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଥିଲା  । 

23

Photograph: (KANAKNEWS)

କନକ ବ୍ୟୁରୋ : ଦାମୀ କାରରେ ଆସୁଥିଲେ ।  ଛେଳି ଚୋରି କରି ଚମ୍ପଟ ମାରୁଥିଲେ ।   ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରୁ କିଛି ଦିନ ହେଲା  ଛେଳି ଗୋଠରୁ ଛେଳି ଚୋରି ହେଉଥିବା ଖଲ୍ଲିକୋଟ ଥାନାରେ ଅଭିଯୋଗ ହୋଇଥିଲା  ।   ପୁଲିସ୍  ଘଟଣାର ତଦନ୍ତ କରି ଦାମୀ କାର ସହ ୩ଟି ଛେଳି ଜବତ କରିଛି । ୩ ଜଣଙ୍କୁ ଗିରଫ କରିଛି ।   ଖଲ୍ଲିକୋଟ ପୁଲିସ୍  ସିସିଟିଭି ଆଧାରରେ ତଦନ୍ତ କରି ଚେଳି ଚୋରଙ୍କୁ ଧରିବାରେ ସକ୍ଷମ ହୋଇଛି ।   ବେଗୁନିଆ ପଡା ଥାନା ଅଞ୍ଚଳର ଜଣେ ଓ ଖଲ୍ଲିକୋଟ ଥାନା ଅଞ୍ଚଳର ଦୁଇ ଜଣ ଏହି ଛେଳି ଚୋରିରେ ସଂପୃକ୍ତ ଥିବା ଜଣାପଡ଼ିଥିଲା  ।  ୩ଜଣକୁ ପୁଲିସ୍  ଗିରଫ କରିଥିବା ବେଳେ ସେମାନଙ୍କୁ ଠାରୁ ଚୋରି ହୋଇଥିବା ୩ଟି ଛେଳି ଓ ସ୍ଵିଫ୍ଟ ଡିଜାୟାର ଗାଡ଼ି ଜବତ କରିଛି  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe