ରାଜଧାନୀରେ ଧଳଜହରର ପର୍ଦ୍ଦାଫାସ: ମୈତୀ ବିହାର ଥାନା ଅଞ୍ଚଳରେ ୨୫ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ

ପୁଣି ମିଳିଲା ୨୫ ଲକ୍ଷର ବ୍ରାଉନସୁଗାର ।  ମୈତ୍ରୀ ବିହାର ଥାନା ଅଞ୍ଚଳରେ ଚାଲିଥିଲା ଧଳା ଜହର କାରବାର ।

dhala jahar

Photograph: (kanaknews)

କନକବ୍ୟୁରୋ : ପୁଣି ମିଳିଲା ୨୫ ଲକ୍ଷର ବ୍ରାଉନସୁଗାର ।  ମୈତ୍ରୀ ବିହାର ଥାନା ଅଞ୍ଚଳରେ ଚାଲିଥିଲା ଧଳା ଜହର କାରବାର । ୨୫୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ୫ ଗିରଫ, ୩ ମୋଟର ସାଇକେଲ, ୩ହଜାର ଟଙ୍କା । ୫ ଅଭିଯୁକ୍ତଙ୍କ ଭିତରୁ ଜଣେ ଅଭିଯୁକ୍ତ ରାଜେନ୍ଦ୍ର ମହାପାତ୍ର ନାଁରେ ୨ ଟି ମାମଲା ରହିଛି । ଶିବାନନ୍ଦ ନାଁରେ ବିଜଟଣୀ ଥାନା ଅଧୀନରେ ରହିଛି ମାମଲା  । ଯୁବପିଢ଼ିଙ୍କୁ ନଷ୍ଟ କରୁଥିବା ଧଳା ଜହର ପାଇଁ ଚାଲିଛି ସ୍ପେଶାଲ ଡ୍ରାଇଭ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe