କନକବ୍ୟୁରୋ : ପୁଣି ମିଳିଲା ୨୫ ଲକ୍ଷର ବ୍ରାଉନସୁଗାର । ମୈତ୍ରୀ ବିହାର ଥାନା ଅଞ୍ଚଳରେ ଚାଲିଥିଲା ଧଳା ଜହର କାରବାର । ୨୫୪ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ୫ ଗିରଫ, ୩ ମୋଟର ସାଇକେଲ, ୩ହଜାର ଟଙ୍କା । ୫ ଅଭିଯୁକ୍ତଙ୍କ ଭିତରୁ ଜଣେ ଅଭିଯୁକ୍ତ ରାଜେନ୍ଦ୍ର ମହାପାତ୍ର ନାଁରେ ୨ ଟି ମାମଲା ରହିଛି । ଶିବାନନ୍ଦ ନାଁରେ ବିଜଟଣୀ ଥାନା ଅଧୀନରେ ରହିଛି ମାମଲା । ଯୁବପିଢ଼ିଙ୍କୁ ନଷ୍ଟ କରୁଥିବା ଧଳା ଜହର ପାଇଁ ଚାଲିଛି ସ୍ପେଶାଲ ଡ୍ରାଇଭ ।
ରାଜଧାନୀରେ ଧଳଜହରର ପର୍ଦ୍ଦାଫାସ: ମୈତୀ ବିହାର ଥାନା ଅଞ୍ଚଳରେ ୨୫ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ
ପୁଣି ମିଳିଲା ୨୫ ଲକ୍ଷର ବ୍ରାଉନସୁଗାର । ମୈତ୍ରୀ ବିହାର ଥାନା ଅଞ୍ଚଳରେ ଚାଲିଥିଲା ଧଳା ଜହର କାରବାର ।
/kanak/media/media_files/2025/07/09/dhala-jahar-2025-07-09-15-41-06.jpeg)