କ୍ରିକେଟ ପଡିଆ ପାଲଟିଲା ମହାଭାରତ : ଯାଜପୁର ଜିଲ୍ଲା ଆଉଁରୀ ପଞ୍ଚାୟତରେ ଫଳାଫଳକୁ ନେଇ ଦୁଇ ଟିମ ମୁହାଁମୁହିଁ

Advertisment

କ୍ରିକେଟ ଖେଳପଡିଆ ପାଲଟିଲା ମହାଭାରତ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଆଉଁରୀ ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କ୍ରିକେଟ ଖେଳ ଚାଲିଥିବାବେଳେ କ୍ରିକେଟ ପଡ଼ିଆ ରେ ବାଡାବଡି ହୋଇଛନ୍ତି ଦୁଇଟି ଟିମ । ଖେଳର ଫଳାଫଳକୁ ନେଇ ବାଡାବାଡି  ହୋଇଛନ୍ତି

Updated On

ଅଦ୍ୟତନ ହୋଇଛି
cricket

cricket Photograph: (KanakNews )

କନକବ୍ୟୁରୋ : କ୍ରିକେଟ ଖେଳପଡିଆ ପାଲଟିଲା ମହାଭାରତ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଆଉଁରୀ ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କ୍ରିକେଟ ଖେଳ ଚାଲିଥିବାବେଳେ କ୍ରିକେଟ ପଡ଼ିଆ ରେ ବାଡାବଡି ହୋଇଛନ୍ତି ଦୁଇଟି ଟିମ । ଖେଳର ଫଳାଫଳକୁ ନେଇ ବାଡାବାଡି  ହୋଇଛନ୍ତି । ଏ ନେଇ ଉଭୟ ପକ୍ଷ ଙ୍କ ତରଫରୁ ମଧ୍ୟ ଅଳକୁଣ୍ଡ ଥାନା ରେ ଏକ ଅଭିଯୋଗ ହୋଇଛି ବୋଲି ସୂଚନା ରହିଛି। ପଂଚାୟତରେ କ୍ରିକେଟ ଟୁର୍ଣ୍ଣାମେଂଟ ଆୟୋଜିତ ହୋଇଥିଲା । ପରେ ଗାଁ କମିଟି ବୈଠକ ବସିଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe