କନକବ୍ୟୁରୋ : କ୍ରିକେଟ ଖେଳପଡିଆ ପାଲଟିଲା ମହାଭାରତ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଆଉଁରୀ ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କ୍ରିକେଟ ଖେଳ ଚାଲିଥିବାବେଳେ କ୍ରିକେଟ ପଡ଼ିଆ ରେ ବାଡାବଡି ହୋଇଛନ୍ତି ଦୁଇଟି ଟିମ । ଖେଳର ଫଳାଫଳକୁ ନେଇ ବାଡାବାଡି ହୋଇଛନ୍ତି । ଏ ନେଇ ଉଭୟ ପକ୍ଷ ଙ୍କ ତରଫରୁ ମଧ୍ୟ ଅଳକୁଣ୍ଡ ଥାନା ରେ ଏକ ଅଭିଯୋଗ ହୋଇଛି ବୋଲି ସୂଚନା ରହିଛି। ପଂଚାୟତରେ କ୍ରିକେଟ ଟୁର୍ଣ୍ଣାମେଂଟ ଆୟୋଜିତ ହୋଇଥିଲା । ପରେ ଗାଁ କମିଟି ବୈଠକ ବସିଛି
କ୍ରିକେଟ ପଡିଆ ପାଲଟିଲା ମହାଭାରତ : ଯାଜପୁର ଜିଲ୍ଲା ଆଉଁରୀ ପଞ୍ଚାୟତରେ ଫଳାଫଳକୁ ନେଇ ଦୁଇ ଟିମ ମୁହାଁମୁହିଁ
କ୍ରିକେଟ ଖେଳପଡିଆ ପାଲଟିଲା ମହାଭାରତ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଆଉଁରୀ ପଞ୍ଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । କ୍ରିକେଟ ଖେଳ ଚାଲିଥିବାବେଳେ କ୍ରିକେଟ ପଡ଼ିଆ ରେ ବାଡାବଡି ହୋଇଛନ୍ତି ଦୁଇଟି ଟିମ । ଖେଳର ଫଳାଫଳକୁ ନେଇ ବାଡାବାଡି ହୋଇଛନ୍ତି
/kanak/media/media_files/2025/01/26/tYpwrfirBVJwnasHgbyu.jpg)