ପଞ୍ଜାବ-ହରିୟାଣା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । ନଡ଼ା ଜାଳିବା ଉପରେ କାହିଁକି ଲାଗୁନି ରୋକ, ପ୍ରଶ୍ନ କଲେ କୋର୍ଟ

Advertisment

ପଞ୍ଜାବ-ହରିୟାଣା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । ନଡ଼ା ଜାଳିବା ଉପରେ କାହିଁକି ଲାଗୁନି ରୋକ ବୋଲି  ପ୍ରଶ୍ନ କରିଛନ୍ତି କୋର୍ଟ ।

ପଞ୍ଜାବ-ହରିୟାଣା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । ନଡ଼ା ଜାଳିବା ଉପରେ କାହିଁକି ଲାଗୁନି ରୋକ ବୋଲି  ପ୍ରଶ୍ନ କରିଛନ୍ତି କୋର୍ଟ ।

43ddd

କନକ ବ୍ୟୁରୋ : ପଞ୍ଜାବ-ହରିୟାଣା ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭତ୍ସନା । ନଡ଼ା ଜାଳିବା ଉପରେ କାହିଁକି ଲାଗୁନି ରୋକ ବୋଲି  ପ୍ରଶ୍ନ କରିଛନ୍ତି କୋର୍ଟ । ଏଥିସହ କୋର୍ଟ କହିଛନ୍ତି ବାୟୁ ପ୍ରଦୂଷଣ କରୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନି । ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଯଦି ନିର୍ଦ୍ଦେଶ ନମାନିବେ  କୋର୍ଟ ଅବମାନନା ମାମଲା କରିବେ ବୋଲି କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe