କନକ ବ୍ୟୁରୋ : କ୍ରିକେଟ୍ ମ୍ୟାଚ୍ ଅତିଥି ଚୟନରୁ ଗଣ୍ଡଗୋଳ ପରେ ରାସ୍ତା ଅବରୋଧ । ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗରରେ ରାସ୍ତାରୋକ । ଫଳରେ ରସୁଲଗଡ଼-କଳ୍ପନା ରାସ୍ତା ଜାମ୍ । ପ୍ରାୟ ୨ଘଣ୍ଟା ଧରି ଏହି ଜାମ୍ ରହିଥିଲା, ଆଉ ଯାତ୍ରୀ ଫସି ରହିଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ରାସ୍ତାରେ ଅଟକି ରହିଥିବା ଯାତ୍ରୀ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ କଥା କଟାକଟି ହେବା ଦେଖିବାକୁ ମିଳିଛି । ପୋଲିସ୍ ଓ ଆନ୍ଦୋଳନକାରୀ ମଧ୍ୟ ମୁହାଁମୁହିଁ ହୋଇଛନ୍ତି । ଆନ୍ଦୋଳନ ବେଳେ ଜଣେ ମହିଳା ବେହୋସ୍ ହୋଇଯାଇଥିଲେ ।
କ୍ରିକେଟ୍ ମ୍ୟାଚ୍ ଅତିଥି ଚୟନରୁ ଗଣ୍ଡଗୋଳ ; ରସୁଲଗଡ଼-କଳ୍ପନା ରାସ୍ତା ଜାମ୍,ହନ୍ତସନ୍ତ ହେଲେ ସହରବାସୀ
କ୍ରିକେଟ୍ ମ୍ୟାଚ୍ ଅତିଥି ଚୟନରୁ ଗଣ୍ଡଗୋଳ ପରେ ରାସ୍ତା ଅବରୋଧ । ରାଜଧାନୀ ଭୁବନେଶ୍ୱରର ଲକ୍ଷ୍ମୀସାଗରରେ ରାସ୍ତାରୋକ । ଫଳରେ ରସୁଲଗଡ଼-କଳ୍ପନା ରାସ୍ତା ଜାମ୍ । ପ୍ରାୟ ୨ଘଣ୍ଟା ଧରି ଏହି ଜାମ୍ ରହିଥିଲା, ଆଉ ଯାତ୍ରୀ ଫସି ରହିଥିଲେ ।
/kanak/media/media_files/2024/12/29/VgR7y5VvInar5Chwg4xA.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)