କନକ ବ୍ୟୁରୋ : ସିନେମା ପୁଷ୍ପା ଟୁ ପିଛା ଛାଡୁନି ବିବାଦ । ଉତରଭାରତର ବିଭିନ୍ନ ପିଭିଆରରୁ ହଟାଯାଉଛି ସିନେମା ମିଳିଥିବା ସଚନା ଅନୁସାରେ ସିନେ ନିର୍ମାତା ଓ ହଲ ମାଲିକଙ୍କ ମଧ୍ୟରେ ବିବାଦ ଯୋଗୁଁ ଫିଲ୍ମ ପୁଷ୍ପାକୁ ହଟାଯାଉଛି ସୂଚନା ଅନୁସାରେ ରିଲିଜ ଅପେକ୍ଷାରେ ଥିବା ବେବି ଜନ ପ୍ରଦଶିତ କରିବାକୁ ପିଭିଆର ଚାହୁଁଛନ୍ତି ନିର୍ମାତା ।ତେବେ ଏକା ସହ ପ୍ରଦର୍ଶନ ପାଇଁ ସ୍କ୍ରିନିଂ କମ ପଡୁଛି । ଗୋଟେ ପଟେ ପୁଷ୍ପା ଟୁ ବକ୍ସ ଅଫିସରେ ସୁନାମୀ କରୁଥିବେଳେ ନିର୍ମାତା ଓ ଡିଷ୍ଟିବ୍ରିଟ୍ୟୁର ଏହାକୁ ହଟାଇବାକୁ ନାରାଜ ସେପଟେ ବେବି ଜନ ମଧ୍ୟ ସବୁ ସ୍କ୍ରିନ ନିଜ ଫିଲ୍ମ ପାଇଁ ଚାହୁଁଛନ୍ତି । ଶେଷରେ ଆପୋଷ ବୁଝାମଣା ଭିତରେ ଉତରଭାରତର ବିଭିନ୍ନ ପିଭିଆରରୁ ଧିରେ ଧିରେ ପୁଷ୍ପା ଟୁ କୁ ହଟାଯାଉଛି
ସିନେମା ପୁଷ୍ପା-୨ ପିଛା ଛାଡୁନି ବିବାଦ । ଉତ୍ତରଭାରତର ବିଭିନ୍ନ ପିଭିଆରରୁ ହଟାଯାଉଛି ସିନେମାର ସ୍କ୍ରିନିଂ
ସିନେ ନିର୍ମାତା ଓ ହଲ ମାଲିକଙ୍କ ମଧ୍ୟରେ ବିବାଦ ଯୋଗୁଁ ଫିଲ୍ମ ପୁଷ୍ପାକୁ ହଟାଯାଉଛି ସୂଚନା ଅନୁସାରେ ରିଲିଜ ଅପେକ୍ଷାରେ ଥିବା ବେବି ଜନ ପ୍ରଦଶିତ କରିବାକୁ ପିଭିଆର ଚାହୁଁଛନ୍ତି ନିର୍ମାତା ।ତେବେ ଏକା ସହ ପ୍ରଦର୍ଶନ ପାଇଁ ସ୍କ୍ରିନିଂ କମ ପଡୁଛି ।
/kanak/media/media_files/2024/12/20/FcwS9PK3ARo2l2xxKOpd.jpg)