କନକ ବ୍ୟୁରୋ : ଗିରଫ ହେଲେ ବିବାଦୀୟ ୟୁଟ୍ୟୁବର ତପି ମିଶ୍ର । ଲେଖିକା ବନସ୍ମିତା ପତିଙ୍କ ଅଭିଯୋଗ ପରେ ଗିରଫ କରିଛି ଇନଫୋସିଟି ଥାନା । ଶିବ ତାଣ୍ଡବ ଗୀତକୁ ନେଇ ହୋଇଥିଲା ଅଭିଯୋଗ । ଧମକ ଦେଇ ଦର୍ଶକଙ୍କୁ ଭୟଭୀତ କରୁଥିଲେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । ଗତକାଲି ଲେଖିକା ବନସ୍ମିତା ପତି ବରିଷ୍ଠ ଲେଖକ ଦେବଦାସ ଛୋଟରାୟ ପ୍ରମୁଖ ପ୍ରେସମିଟ କରି ତପି ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ଥାନାର ଦ୍ବାରସ୍ଥ ହୋଇଥିଲେ । ଏଭଳି ଅଭିଯୋଗ ଆଧାରରେ ତପି ମିଶ୍ରଙ୍କୁ ଗିରଫ କରିଛି ଇନଫୋସିଟି ଥାନା ପୋଲିସ
ଗିରଫ ହେଲେ ବିବାଦୀୟ ୟୁଟ୍ୟୁବର ତପି ମିଶ୍ର । ଲେଖିକା ବନସ୍ମିତା ପତିଙ୍କ ଏତଲା ଆଧାରରେ ବାନ୍ଧିଲା ପୋଲିସ
ଧମକ ଦେଇ ଦର୍ଶକଙ୍କୁ ଭୟଭୀତ କରୁଥିଲେ ବୋଲି ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । ଗତକାଲି ଲେଖିକା ବନସ୍ମିତା ପତି ବରିଷ୍ଠ ଲେଖକ ଦେବଦାସ ଛୋଟରାୟ ପ୍ରମୁଖ ପ୍ରେସମିଟ କରି ତପି ମିଶ୍ରଙ୍କ ବିରୋଧରେ ଅଭିଯୋଗ ଆଣିବା ସହ ଥାନାର ଦ୍ବାରସ୍ଥ ହୋଇଥିଲେ ।
/kanak/media/media_files/2025/03/20/FudrQL7ixkONYG39x6uX.jpg)