ବିଜେପି ସାଂସଦଙ୍କ ବିବାଦୀୟ ବୟାନ:ରବିନୀତ ସିଂ ବିଟ୍ଟୁଙ୍କ ନାଁରେ ଏଫଆଇଆର

Advertisment

ବିରୋଧୀ ଦଳ ନେତାଙ୍କୁ ଧମକ ଦେଇ ଫସିଲେ ବିଜେପି ସାଂସଦ । ବେଙ୍ଗାଲୁର ପୁଲିସ ରୁଜୁ କଲା ମାମଲା । ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟୁ ରାହୁଲ ଗନ୍ଧୀଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ କହିଥିଲେ

ବିରୋଧୀ ଦଳ ନେତାଙ୍କୁ ଧମକ ଦେଇ ଫସିଲେ ବିଜେପି ସାଂସଦ । ବେଙ୍ଗାଲୁର ପୁଲିସ ରୁଜୁ କଲା ମାମଲା । ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟୁ ରାହୁଲ ଗନ୍ଧୀଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ କହିଥିଲେ

0011

କନକବ୍ୟୁରୋ: ବିରୋଧୀ ଦଳ ନେତାଙ୍କୁ ଧମକ ଦେଇ ଫସିଲେ ବିଜେପି ସାଂସଦ । ବେଙ୍ଗାଲୁର ପୁଲିସ ରୁଜୁ କଲା ମାମଲା । ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ରବନୀତ ସିଂହ ବିଟୁ ରାହୁଲ ଗନ୍ଧୀଙ୍କୁ ଦେଶର ଏକ ନମ୍ବର ଆତଙ୍କବାଦୀ କହିଥିଲେ । ଘଟଣାରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା । କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ କରିଥିଲା କଂଗ୍ରେସ ।

ଏହାପରେ ମାମଲା ରୁଜୁ କରିଛି ପୁଲିସ । ସେପଟେ ରବନୀତ ବିଟୁ କହିଛନ୍ତି, ସେ ତାଙ୍କ ବୟାନରୁ ଓହରିବେ ନାହିଁ । ପୁଲିସରେ ମାମଲା କରିଲେ ବି ମୁଁ ଭୟଭୀତ ନୁହେଁ । ରବନୀତଙ୍କ ବିରୋଧରେ ଭାରତୀୟ ନାୟ ସଂହିତାର ଧାରା ୩୫୩(୨) , ୧୯୨, ୧୯୬ ଧାରାରେ ମାମଲା ରୁଜୁ ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe