ସୁନା ଚାଲାଣ ବେଳେ ମାଡ଼ି ବସିଲା ସିଟି ଜିଏସଟି ବିଭାଗ: ୮୦ କେଜି ସୁନା ସହ କୁଇଣ୍ଟାଲରୁ ଅଧିକ ରୂପା ବୋଝେଇ କଣ୍ଟେନର ଜବତ

Advertisment

ଆଖି ଖୋସିଦେଲା ଜବତ ସୁନା । ସୁନା ଚୋରା ଚାଲାଣ ବେଳେ ଦୁଇଟି କଣ୍ଟେନର ଜବତ କରିଛି ସିଟି ଜିଏସଟି ବିଭାଗ । କଣ୍ଟେନର ମଧ୍ୟରୁ ୮୦ କେଜି ସୁନା ଓ କୁଇଣ୍ଟାଲରୁ ଅଧିକ ରୂପା ଜବତ ହୋଇଛି ।

ଆଖି ଖୋସିଦେଲା ଜବତ ସୁନା । ସୁନା ଚୋରା ଚାଲାଣ ବେଳେ ଦୁଇଟି କଣ୍ଟେନର ଜବତ କରିଛି ସିଟି ଜିଏସଟି ବିଭାଗ । କଣ୍ଟେନର ମଧ୍ୟରୁ ୮୦ କେଜି ସୁନା ଓ କୁଇଣ୍ଟାଲରୁ ଅଧିକ ରୂପା ଜବତ ହୋଇଛି ।

gold

କନକ ବ୍ୟୁରୋ: ଆଖି ଖୋସିଦେଲା ଜବତ ସୁନା । ସୁନା ଚୋରା ଚାଲାଣ ବେଳେ ଦୁଇଟି କଣ୍ଟେନର ଜବତ କରିଛି ସିଟି ଜିଏସଟି ବିଭାଗ । କଣ୍ଟେନର ମଧ୍ୟରୁ ୮୦ କେଜି ସୁନା ଓ କୁଇଣ୍ଟାଲରୁ ଅଧିକ ରୂପା ଜବତ ହୋଇଛି । ଏହାର ଆନୁମାନିକ ମୂଲ୍ୟ ୩୦ କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ସୁନା ଚାଲାଣ ପାଇଁ ନୂଆ ଷ୍ଟ୍ରାଟେଜି ବନାଇଥିଲେ ଅଭିଯୁକ୍ତ । ବ୍ୟାଙ୍କରେ ଟଙ୍କା ଲୋଡ଼ ହେଉଥିବା ଗାଡ଼ିରେ ସୁନା ଚାଲାଣ କରାଯାଉଥିଲା । ତେବେ କେଉଁଠାରୁ ଏହି ସୁନା ଆସୁଥିଲା ? ଏହାର ମାଲିକ କିଏ ? ତାହା ଜାଣିବାକୁ ତଦନ୍ତ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe