ନିର୍ବାଚନ ପୂର୍ବରୁ କଂଗ୍ରେସର ଗୋଟି ଚାଳନା : କହିଲେ କଂଗ୍ରେସ ସରକାରକୁ ଆସିଲେ ସମସ୍ତଙ୍କୁ ମିଳିବ ଜୀବନ ରକ୍ଷା ସ୍କିମ

Advertisment

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ ଘୋଷଣା ।ସରକାର ଗଠନ କଲେ ଦଳ ଦେବ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ।ତେବେ ଏହା କୌଣସି ନିଦ୍ଧିଷ୍ଟ ବୟସର ଲୋକଙ୍କ ପାଇଁ ସମସ୍ତ ଲାଭ ଉଠାଇପାରିବେ

ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ ଘୋଷଣା ।ସରକାର ଗଠନ କଲେ ଦଳ ଦେବ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ।ତେବେ ଏହା କୌଣସି ନିଦ୍ଧିଷ୍ଟ ବୟସର ଲୋକଙ୍କ ପାଇଁ ସମସ୍ତ ଲାଭ ଉଠାଇପାରିବେ

Manoranjan (5)

Manoranjan (5) Photograph: (Manoranjan (5))

କନକବ୍ୟୁରୋ : ଆସନ୍ତା ଫେବ୍ରୁଆରି ୫ ତାରିଖରେ ଦିଲ୍ଲୀ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଦିଲ୍ଲୀରେ  ଗୋଟିଏ  ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ ଏବଂ ଫେବ୍ରୁଆରି ୮ ତାରିଖରେ ଭୋଟ ଗଣତି ସହ ଫଳାଫଳ ଘୋଷଣା ହେବ ।   ମୁଖ୍ୟ ନିର୍ବାଚନ କମିସନର ରାଜୀବ କୁମାର  ଏକ ସାମ୍ବାଦିକ ସମ୍ମିଳନୀରେ ଦିଲ୍ଲୀ ବିଧାନସଭା‌ ନିର୍ବାଚନ ପାଇଁ ତାରିଖ ଘୋଷଣା କରି କହିଛନ୍ତି, 

ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ୨ ଲକ୍ଷରୁ ଅଧିକ ଯୁବଗୋଷ୍ଠୀ ଭୋଟ ଦେବେ। ମୋଟ୍‌ ୧.୫୫ କୋଟିରୁ ଅଧିକ ଭୋଟର୍‌ ଏହି ନିର୍ବାଚନରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ  ।   ଦିଲ୍ଲୀରେ ୭୦ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥି ମଧ୍ୟରୁ ୧୨ଟି ଆସନ ସଂରକ୍ଷିତ ।

ସୂଚନା ଅନୁଯାୟୀ  ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ ଘୋଷଣା  ।  ସରକାର ଗଠନ କଲେ ଦଳ ଦେବ ୨୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା । ତେବେ ଏହା କୌଣସି ନିଦ୍ଧିଷ୍ଟ ବୟସର ଲୋକଙ୍କ ପାଇଁ ସମସ୍ତ ଲାଭ ଉଠାଇପାରିବେ । ଦଳ ଏହି ହେଲଥ ସ୍କିମ ନାଁ ଦେଇଛି ଜୀବନ ରକ୍ଷା ସ୍କିମ ।  ତେବେ ବର୍ଷକୁ ଯାହାର ଆୟ ୮ଲକ୍ଷ ଟଙ୍କା ଥିବ ସେମାନଙ୍କ ଚିକିତ୍ସା ଓ ଅନ୍ୟାନ୍ୟ ମେଡିକାଲ ଖର୍ଚ୍ଚ ବହନ କରିବ ଏହି ସ୍କିମ  ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe