ପୁଣି ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ

Advertisment

ପୁଣି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ମାର୍ଚ୍ଚ ୧୦ରେ କଂଗ୍ରେସ କରିବ ବିକ୍ଷୋଭ ପଦର୍ଶନ । ନାରୀ ନିର୍ଯାତନାକୁ ବିରୋଧ କରି ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ କରିବ ବିକ୍ଷୋଭ ।

ପୁଣି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ମାର୍ଚ୍ଚ ୧୦ରେ କଂଗ୍ରେସ କରିବ ବିକ୍ଷୋଭ ପଦର୍ଶନ । ନାରୀ ନିର୍ଯାତନାକୁ ବିରୋଧ କରି ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ କରିବ ବିକ୍ଷୋଭ ।

Congress will protest again

Photograph: (kanaknews)

କନକ ବ୍ୟୁରୋ : ପୁଣି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ମାର୍ଚ୍ଚ ୧୦ରେ କଂଗ୍ରେସ କରିବ ବିକ୍ଷୋଭ ପଦର୍ଶନ । ନାରୀ ନିର୍ଯାତନାକୁ ବିରୋଧ କରି ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ କରିବ ବିକ୍ଷୋଭ । ଏନେଇ ସୂଚନା ଦେଇଛନ୍ତି, କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ।

ଭକ୍ତ ଦାସ ପିସିସି ସଭାପତି ହେବା ପରେ ମହିଳା ନିର୍ଯାତନାକୁ ପ୍ରସଙ୍ଗ କରି ରାଜଧାନୀର ରାଜରାସ୍ତାରେ ଋଣ ହୁଙ୍କାର ଦେଇଥିଲା କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଧରି ରାଜରାସ୍ତାକୁ ଓହ୍ଲାଇଥିଲେ ପିସିସି ସଭାପତି । ନିର୍ବାଚନ ହାରିବା ପରେ ପ୍ରଥମ ଥର ପାଇଁ ଆକ୍ଟିଭ ମୋଡରେ କଂଗ୍ରେସ । ମହିଳାଙ୍କୁ ପ୍ରସଙ୍ଗ କରି ସରକାରକୁ ଘେରିବାକୁ ଉଦ୍ୟମ କରୁଥିବାର ଚର୍ଚ୍ଚା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe