କନକ ବ୍ୟୁରୋ : ପୁଣି ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ମାର୍ଚ୍ଚ ୧୦ରେ କଂଗ୍ରେସ କରିବ ବିକ୍ଷୋଭ ପଦର୍ଶନ । ନାରୀ ନିର୍ଯାତନାକୁ ବିରୋଧ କରି ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ କରିବ ବିକ୍ଷୋଭ । ଏନେଇ ସୂଚନା ଦେଇଛନ୍ତି, କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ।
ଭକ୍ତ ଦାସ ପିସିସି ସଭାପତି ହେବା ପରେ ମହିଳା ନିର୍ଯାତନାକୁ ପ୍ରସଙ୍ଗ କରି ରାଜଧାନୀର ରାଜରାସ୍ତାରେ ଋଣ ହୁଙ୍କାର ଦେଇଥିଲା କଂଗ୍ରେସ । ବରିଷ୍ଠ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଧରି ରାଜରାସ୍ତାକୁ ଓହ୍ଲାଇଥିଲେ ପିସିସି ସଭାପତି । ନିର୍ବାଚନ ହାରିବା ପରେ ପ୍ରଥମ ଥର ପାଇଁ ଆକ୍ଟିଭ ମୋଡରେ କଂଗ୍ରେସ । ମହିଳାଙ୍କୁ ପ୍ରସଙ୍ଗ କରି ସରକାରକୁ ଘେରିବାକୁ ଉଦ୍ୟମ କରୁଥିବାର ଚର୍ଚ୍ଚା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/03/07/eEj5MbIhcQ6MHUpl9ZH6.jpg)