କନକବ୍ୟୁରୋ : ୱାକଫ୍ ଆଇନକୁ ନେଇ କଂଗ୍ରେସ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ ମୋଦୀ । ସରକାରରେ କ୍ଷମତା ହାସଲ ପାଇଁ କଂଗ୍ରେସ ସମ୍ବିଧାନର ଅପମାନ କରିବାକୁ ପଛାଏ ନାହିଁ । ଅନୁସୂଚିତ ଜାତି ଓ ଜନଜାତିଙ୍କ ଅଧିକାର ଛଡାଇଥାଏ, ବାବା ସାହେବ ଆମ୍ବେଦରକରଙ୍କ ଅପମାନ କରିଥାଏ କହି କଂଗ୍ରେସକୁ ଭର୍ତ୍ସନା କରିଛନ୍ତି ମୋଦୀ ।
ସେପଟେ ମୁର୍ଶିଦାବାଦ ହିଂସା ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାକୁ ମାଡିଲାଣି । ସମସେରଗଂଜ ଓ ୨୪ପ୍ରଗଣା ଏବଂ ମାଲଦାରେ ଛୋଟ ବଡ ହିଂସା ଘଟଣା ସାମ୍ନାକୁ ଆସିଛି । ସେପଟେ କେନ୍ଦ୍ରୀୟ ଫୋର୍ସ ମୁତୟନ ଯୋଗୁଁ ସ୍ଥିତି ଆୟତରେ ଥିଲେ ବି ଭୟର ମାହୋଲ ଦେଖାଦେଇଛି । ହିଂସା ପାଇଁ ମମତା ସରକାରଙ୍କୁ ଦାୟୀ କରି ରାଷ୍ଟ୍ରପତି ଶାସନ ଲାଗୁ ଦାବି କରିଛି ବିଜେପି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/04/14/VPYIKhi9GtI5I3yF7Xc3.jpg)