କନକବ୍ୟୁରୋ : ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ୩ ଦୁବୃର୍ତ୍ତ ଙ୍କ ଗିରଫ ଦାବିରେ କଂଗ୍ରେସର ପ୍ରତିବାଦ । କଟକ ପୁଲିସ ଡିଜି ଅଫିସ୍ ଆଗରେ କଂଗ୍ରେସ କରିବ ଶାନ୍ତିପୂର୍ଣ୍ଣ ଧାରଣ । ଏନେଇ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ୧୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । କଟକ ମାତା ମଠ ଠାରୁ ଡିଜି କାର୍ଯ୍ୟାଳୟ ପର୍ଯ୍ୟନ୍ତ କଂଗ୍ରେସ ପଦଯାତ୍ରା କରୁଛି । ଦିନ ୧୧ଟାରେ ପୋଲିସ ଡିଜି ଅଫିସ୍ ଘେରାଉ ଏବଂ ଧାରଣା କରିବ କଂଗ୍ରେସ । ଏହା ପୂର୍ବରୁ ପୁଲିସ ବିଭାଗ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ବଳଙ୍ଗା ଘଟଣାରେ ୩ ଦୁବୃର୍ତ୍ତ ଙ୍କ ଗିରଫ ଦାବିରେ କଂଗ୍ରେସର ପ୍ରତିବାଦ : ଆଇନ ଶୃଙ୍ଖଳା ପାଇଁ ୧୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ
ବଳଙ୍ଗା ନାବାଳିକା ପୋଡ଼ି ଘଟଣାରେ ୩ ଦୁବୃର୍ତ୍ତ ଙ୍କ ଗିରଫ ଦାବିରେ କଂଗ୍ରେସର ପ୍ରତିବାଦ । କଟକ ପୁଲିସ ଡିଜି ଅଫିସ୍ ଆଗରେ କଂଗ୍ରେସ କରିବ ଶାନ୍ତିପୂର୍ଣ୍ଣ ଧାରଣ ।
/kanak/media/media_files/2025/08/08/congresss-2025-08-08-12-33-54.jpg)