ଘଣ୍ଟ ବାଡ଼େଇଲେ, ବିଧାନସଭା ବାହାରିଲେ ; ପୋଲିସ ସହ କଂଗ୍ରେସ ବିଧାୟକ ମୁହାଁମୁହିଁ

Advertisment

ଘଣ୍ଟ ବାଡ଼େଇଲେ, ବିଧାନସଭା ବାହାରିଲେ । ଗତକାଲି କଂଗ୍ରେସର ୧୨ ଜଣ ବିଧାୟକ ବିଧାନସଭାରୁ ସସପେଣ୍ଡ୍ ହେବା, ଆଉ ସାରା ରାତି ରାସ୍ତା ଉପରେ କଂଗ୍ରେସ ବିଧାୟକ ଧାରଣା ଦେବା ପରେ, ଏବେ ବିଧାନସଭାକୁ ବାହାରିଛନ୍ତି କଂଗ୍ରେସ ବିଧାୟକ ।

ଘଣ୍ଟ ବାଡ଼େଇଲେ, ବିଧାନସଭା ବାହାରିଲେ । ଗତକାଲି କଂଗ୍ରେସର ୧୨ ଜଣ ବିଧାୟକ ବିଧାନସଭାରୁ ସସପେଣ୍ଡ୍ ହେବା, ଆଉ ସାରା ରାତି ରାସ୍ତା ଉପରେ କଂଗ୍ରେସ ବିଧାୟକ ଧାରଣା ଦେବା ପରେ, ଏବେ ବିଧାନସଭାକୁ ବାହାରିଛନ୍ତି କଂଗ୍ରେସ ବିଧାୟକ ।

ପୋଲିସ୍-କଂଗ୍ରେସ କର୍ମୀ ମୁହାଁମୁହିଁ

ପୋଲିସ୍-କଂଗ୍ରେସ କର୍ମୀ ମୁହାଁମୁହିଁ Photograph: (KanakNews )

କନକ ବ୍ୟୁରୋ: ଘଣ୍ଟ ବାଡ଼େଇଲେ, ବିଧାନସଭା ବାହାରିଲେ । ଗତକାଲି କଂଗ୍ରେସର ୧୨ ଜଣ ବିଧାୟକ ବିଧାନସଭାରୁ ସସପେଣ୍ଡ୍ ହେବା, ଆଉ ସାରା ରାତି ରାସ୍ତା ଉପରେ କଂଗ୍ରେସ ବିଧାୟକ ଧାରଣା ଦେବା ପରେ, ଏବେ ବିଧାନସଭାକୁ ବାହାରିଛନ୍ତି କଂଗ୍ରେସ ବିଧାୟକ । ବିଧାନସଭା ଯିବା ବାଟରେ କଂଗ୍ରେସ ବିଧାୟକମାନେ ଘଣ୍ଟ ଧରି ବାଡ଼େଇଛନ୍ତି । ଖାଲି ସେତିକି ନୁହେଁ, ତାଙ୍କ ସହିତ ତମାମ କଂଗ୍ରେସ ନେତାମାନେ ମଧ୍ୟ ଯୋଗ ଦେଇଛନ୍ତି । କଂଗ୍ରେସ କର୍ମୀମାନେ ବିଧାନସଭା ଯିବା ବାଟରେ, ପୋଲିସ୍ ସହ ହାତାହାତି ହୋଇଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe