ପଦାରେ ପଡ଼ିଲା ସୁରଙ୍କ ଘର କଳି; ବଡ଼ ଭାଇ ଉପରେ ବର୍ଷିଲେ ମନ୍ମଥ

Advertisment

ବଡ଼ ଭାଇ ସିଦ୍ଧାର୍ଥ ରାଉତରାୟଙ୍କୁ ଟାର୍ଗେଟ କଲେ ସାନ ଭାଇ ମନ୍ମଥ ରାଉତରାୟ । ସିଦ୍ଧାର୍ଥଙ୍କ ବିରୋଧରେ ବିଷୋଦଗାର କଲେ ମନ୍ମଥ ।

ବଡ଼ ଭାଇ ସିଦ୍ଧାର୍ଥ ରାଉତରାୟଙ୍କୁ ଟାର୍ଗେଟ କଲେ ସାନ ଭାଇ ମନ୍ମଥ ରାଉତରାୟ । ସିଦ୍ଧାର୍ଥଙ୍କ ବିରୋଧରେ ବିଷୋଦଗାର କଲେ ମନ୍ମଥ ।

Manmath Routray

Photograph: (KanakNews )

କନକ ବ୍ୟୁରୋ : ପଦାରେ ପଡ଼ିଲା ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ଘର କଳି । ବଡ଼ ଭାଇ ସିଦ୍ଧାର୍ଥ ରାଉତରାୟଙ୍କୁ ଟାର୍ଗେଟ କଲେ ସାନ ଭାଇ ମନ୍ମଥ ରାଉତରାୟ । ସିଦ୍ଧାର୍ଥଙ୍କ ବିରୋଧରେ ବିଷୋଦଗାର କଲେ ମନ୍ମଥ ।

ମନ୍ମଥ କହିଛନ୍ତି, ସୁରଙ୍କ ଘରେ ଜଣେ ବ୍ୟକ୍ତି ନବୀନ ଓ ପାଣ୍ତିଆନକୁ ଗାଳି କରୁଛନ୍ତି । ଦିନେ ସିଏ ଯାଇ ଦୁହିଁଙ୍କୁ ବାରମ୍ବାର ଦେଖା କରୁଥିଲେ । ଦେଖା କଲା ପରେ ବି ସେ ଶେଷରେ ରିଜେକ୍ଟ ହୋଇଥିଲେ । ସୁରଙ୍କୁ ନେଇ ବିଜେପି ନେତାଙ୍କୁ ଦିଲ୍ଲୀରେ ଭେଟିଥିଲେ । ଯଦି ଓଡ଼ିଶାକୁ ଭଲ ପାଉଥିଲେ ତା ହେଲେ ୧୮ ବର୍ଷ କୁଆଡ଼େ ଥିଲେ । ବାପା ମାଆଙ୍କୁ ଛାଡ଼ି ସେଠାରେ କଣ କରୁଥିଲେ । ତାଙ୍କ ପରିବାର ଆମେରିକା ପାସପୋର୍ଟରେ କାହିଁକି ଅଛନ୍ତି । କିଛି ପାଇଲେନି ବୋଲି ନବୀବ ଓ ପାଣ୍ତିଆନଙ୍କୁ ଗାଳି କରୁଛନ୍ତି । ମୋ ଗୁରୁଙ୍କୁ ସେ ଗାଳି ଦେଉଥିବାରୁ ମୁଁ ତାକୁ ସହିପାରୁନି । ସେ ଯାହା କରୁଛନ୍ତି ତାକୁ ପ୍ରମାଣ କରି ଦେଖାନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe