ରାଉରକେଲାରେ କଂଗ୍ରେସ-ବିଜେପି କର୍ମୀ ମୁହାଁମୁହିଁ, ସେକ୍ଟର ୨୧ କଂଗ୍ରେସ ଭବନ ଆଗରେ ବିଜେପି କର୍ମୀ ଆନ୍ଦୋଳନ କରୁଥିବାବେଳେ ଉତ୍ତେଜନା

ରାଉରକେଲାରେ କଂଗ୍ରେସ-ବିଜେପି କର୍ମୀ ମୁହାଁମୁହିଁ । ଅଟକାଇବାକୁ ପହଞ୍ଚିଲା ପୁଲିସ ।

କଂଗ୍ରେସ-ବିଜେପି ମୁହାଁମୁହିଁ

କଂଗ୍ରେସ-ବିଜେପି ମୁହାଁମୁହିଁ Photograph: (Kanak News)

କନକ ବ୍ୟୁରୋ:  ରାଉରକେଲାରେ ବିଜେପି- କଂଗ୍ରେସ ମୁହାଁମୁହିଁ ।  କଂଗ୍ରେସ କାର୍ଯ୍ୟାଳୟ ଆଗରେ ବିଜେପି କର୍ମୀ ବିକ୍ଷୋଭ କରୁଥିବା ବେଳେ ଦୁଇ ଦଳର କର୍ମୀ ମୁହାଁମୁହିଁ ହୋଇଛନ୍ତି । ରାଉରକେଲା ସେକ୍ଟର ୨୧ କଂଗ୍ରେସ ଭବନ ଆଗରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ନାଁରେ ରାହୁଲ ଗାନ୍ଧୀ ଅପଶବ୍ଦ ବ୍ୟବହାର କରିଥିବା ଅଭିଯୋଗ କରି ବିଜେପି କର୍ମୀ କଂଗ୍ରେସ ଭବନ ଆଗରେ ବିକ୍ଷୋଭ କରୁଥିଲେ । ଏହି ସମୟରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe