କନକ ବ୍ୟୁରୋ: ରାଉରକେଲାରେ ବିଜେପି- କଂଗ୍ରେସ ମୁହାଁମୁହିଁ । କଂଗ୍ରେସ କାର୍ଯ୍ୟାଳୟ ଆଗରେ ବିଜେପି କର୍ମୀ ବିକ୍ଷୋଭ କରୁଥିବା ବେଳେ ଦୁଇ ଦଳର କର୍ମୀ ମୁହାଁମୁହିଁ ହୋଇଛନ୍ତି । ରାଉରକେଲା ସେକ୍ଟର ୨୧ କଂଗ୍ରେସ ଭବନ ଆଗରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।
ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ନାଁରେ ରାହୁଲ ଗାନ୍ଧୀ ଅପଶବ୍ଦ ବ୍ୟବହାର କରିଥିବା ଅଭିଯୋଗ କରି ବିଜେପି କର୍ମୀ କଂଗ୍ରେସ ଭବନ ଆଗରେ ବିକ୍ଷୋଭ କରୁଥିଲେ । ଏହି ସମୟରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/09/01/bjp-2025-09-01-13-27-52.jpg)