କନକବ୍ୟୁରୋ : ଦୁର୍ଗାପୂଜାରେ ରିଲିଜ ଅପେକ୍ଷାରେ ୪ ଓଡ଼ିଆ ଫିଲ୍ମ ରହିଛି। କିନ୍ତୁ ହଲରେ ବଲିଉଡ ଫିଲ୍ମ ଦେଖିବାକୁ ଦର୍ଶକ ଆତୁର। ପୂର୍ବରୁ ଓଡ଼ିଆ ଫିଲ୍ମର କାହାଣୀକୁ ନେଇ ଦର୍ଶକ ଅନେକବାର ପ୍ରଶ୍ନ ଉଠାଇଛନ୍ତି। କିନ୍ତୁ ଏବେ ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ଯେତେବେଳେ ଫିଲ୍ମ ନିର୍ମାଣ ହେଉଛି ସେତେବେଳେ ଦୁଗାର୍ପୂଜାରେ ଓଡ଼ିଆ ଫିଲ୍ମକୁ ମିଳୁନି ହଲ୍।
ଚିନ୍ତାରେ ପ୍ରଯୋଜକ ,ପୂଜା ବଜାରରେ ଓଡ଼ିଆ ଫିଲ୍ମକୁ ମିଳୁନି ହଲ୍
ଦୁର୍ଗାପୂଜାରେ ରିଲିଜ ଅପେକ୍ଷାରେ ୪ ଓଡ଼ିଆ ଫିଲ୍ମ ରହିଛି । କିନ୍ତୁ ହଲରେ ବଲିଉଡ ଫିଲ୍ମ ଦେଖିବାକୁ ଦର୍ଶକ ଆତୁର
/kanak/media/media_files/YP1OkGFbuCVRgvfqDEzQ.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)