ଛତୁଆରେ ଦୁର୍ନୀତି ନେଇ ଗାଁ ମହିଳାଙ୍କ ଅଭିଯୋଗ: ମାର୍ଶାଘାଇ ବ୍ଲକ କଣିବାଙ୍କ ଗାଁରେ ଦିଆଯାଉଛି ନିମ୍ନମାନର ଛତୁଆ

Advertisment

ଛତୁଆରେ ଦୁର୍ନୀତି। ଉପମୁଖ୍ୟମନ୍ତ୍ରୀଙ୍କୁ କଲେ ଅଭିଯୋଗ। ପ୍ରଭାତୀ ପରିଡ଼ାଙ୍କ କେନ୍ଦ୍ରାପଡ଼ା ଗସ୍ତ ବେଳେ ମାର୍ଶାଘାଇ ବ୍ଳକ କଣିବାଙ୍କ ଗାଁର ମହିଳା ପୋକ ଲାଗିଥିବା ଛତୁଆ ଦେଖାଇଛନ୍ତି। ଛତୁଆ ପ୍ୟାକେଟରେ ପୋକ ଓ ନିମ୍ନମାନର ଛତୁଆ ଦିଆଯାଉଥିବା ଅଭିଯୋଗ କରିଛନ୍ତି।

wsdw

କନକ ବ୍ୟୁରୋ: ଛତୁଆରେ ଦୁର୍ନୀତି। ଉପମୁଖ୍ୟମନ୍ତ୍ରୀଙ୍କୁ କଲେ ଅଭିଯୋଗ। ପ୍ରଭାତୀ ପରିଡ଼ାଙ୍କ କେନ୍ଦ୍ରାପଡ଼ା ଗସ୍ତ ବେଳେ ମାର୍ଶାଘାଇ ବ୍ଳକ କଣିବାଙ୍କ ଗାଁର ମହିଳା ପୋକ ଲାଗିଥିବା ଛତୁଆ ଦେଖାଇଛନ୍ତି। ଛତୁଆ ପ୍ୟାକେଟରେ ପୋକ ଓ ନିମ୍ନମାନର ଛତୁଆ ଦିଆଯାଉଥିବା ଅଭିଯୋଗ କରିଛନ୍ତି। ମହିଳାଙ୍କ ଅଭିଯୋଗ ତ୍ରିନାଥ ସ୍ବୟଂ ସହାୟକ ଗୋଷ୍ଠୀ ଦେଉଛନ୍ତି ଛତୁଆ। ଶିଶୁ ଓ ମହିଳାଙ୍କୁ ଦିଆଯାଉଛି ଛତୁଆ। କିନ୍ତୁ ଛତୁଆ ନିମ୍ନ ମାନର, ଏଭଳି କି, ଛତୁଆ ନିମ୍ନ ମାନର ଅଭିଯୋଗ କଲେ ବି କେହି ଶୁଣୁ ନାହାନ୍ତି। ତେବେ ଶିଶୁଙ୍କୁ ଏହି ଛତୁଆ ଦିଆଯାଉଥିଲେ ବି ଲୋକେ ଏହାକୁ ନିଜେ ନଖାଇ ଗାଈ ଗୋରୁଙ୍କୁ ଦେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe