ମଣିପୁର ହିଂସାକୁ ୨ବର୍ଷ: ସାମ୍ପ୍ରଦାୟିକ ହିଂସାରେ ଯାଇଛି ୩ ଶହରୁ ଅଧିକ ଜୀବନ, ଶତାଧିକ ଆହତ

Advertisment

ମଣିପୁର ହିଂସାକୁ ୨ବର୍ଷ । କୁକି ଓ ମୈଇତି ଭିତରେ ଦେଖା ଦେଇଥିବା ସାମ୍ପ୍ରଦାୟିକ ହିଂସାକୁ ପୂରିଛି ୨ବର୍ଷ । ଆଜି ପୂରା ମଣିପୁରରେ ବନ୍ଦ ରଖାଯାଇଛି । ସମସ୍ତ ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି ।

mani

Photograph: (kanak news)

କନକ ବ୍ୟୁରୋ: ମଣିପୁର ହିଂସାକୁ ୨ବର୍ଷ । କୁକି ଓ ମୈଇତି ଭିତରେ ଦେଖା ଦେଇଥିବା ସାମ୍ପ୍ରଦାୟିକ ହିଂସାକୁ ପୂରିଛି ୨ବର୍ଷ । ଆଜି ପୂରା ମଣିପୁରରେ ବନ୍ଦ ରଖାଯାଇଛି । ସମସ୍ତ ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ହିଂସାକୁ ଦୁଇବର୍ଷ ପୂରିଯାଇଥିଲେ ବି ଏପର୍ଯ୍ୟନ୍ତ ରାଜ୍ୟକୁ ପୂରା ଶାନ୍ତି ଫେରିପାରିନି । ସେପଟେ ସରକାର ଭାଙ୍ଗିବା ପରେ ରାଜ୍ୟରେ ଲାଗିଛି ରାଷ୍ଟ୍ରପତି ଶାସନ । ହିଂସା ଜର୍ଜରିତ ମଣିପୁରରେ ଦୁଇବର୍ଷ ଭିତରେ ପ୍ରାୟ ୩ଶହ ଲୋକଙ୍କ ମୃତ୍ୟୁ ହେବା ସହ ହଜାରରୁ ଅଧିକ ଲୋକ ବିସ୍ଥାପିତ ହେଲେଣି । ସେପଟେ ମଣିପୁର ହିଂସା ପ୍ରସଙ୍ଗ ଉଠାଇ ମୋଦୀ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe