ଭସାଣିବେଳେ ପଥର ମାଡ ;  ସାମାନ୍ୟ ବଚସାରୁ ତୁମୁଳକାଣ୍ଡ

Advertisment

ଭସାଣିବେଳେ ପଥର ମାଡ଼ । ବାଲେଶ୍ୱର ନୁଣିଆଯୋଡ଼ିକୁ ଭସାଣି ପାଇଁ ପ୍ରସେସନ ଯାଉଥିବା ବେଳେ ଅରଡବଜାର ନିକଟରେ ଦୁଇ ଗୋଷ୍ଠୀମଧ୍ୟରେ କଥା କଟାକଟିରୁ ପଥର ମାଡ଼ ହୋଇଛି ।

ଭସାଣିବେଳେ ପଥର ମାଡ଼ । ବାଲେଶ୍ୱର ନୁଣିଆଯୋଡ଼ିକୁ ଭସାଣି ପାଇଁ ପ୍ରସେସନ ଯାଉଥିବା ବେଳେ ଅରଡବଜାର ନିକଟରେ ଦୁଇ ଗୋଷ୍ଠୀମଧ୍ୟରେ କଥା କଟାକଟିରୁ ପଥର ମାଡ଼ ହୋଇଛି ।

14bbbbbbb

କନକ ବ୍ୟୁରୋ: ଭସାଣିବେଳେ ପଥର ମାଡ଼ । ବାଲେଶ୍ୱର ନୁଣିଆ ଯୋଡ଼ିକୁ ଭସାଣି ପାଇଁ ପ୍ରସେସନ ଯାଉଥିବା ବେଳେ ଅରଡବଜାର ନିକଟରେ ଦୁଇ ଗୋଷ୍ଠୀମଧ୍ୟରେ କଥା କଟାକଟିରୁ ପଥର ମାଡ଼ ହୋଇଛି ।  ଦୁଇରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡ଼ିକାଲ ନିଆଯାଇଛି । ଘଟଣା ସ୍ଥଳରେ ରେମୁଣା ବିଧାୟକ ଗୋବିନ୍ଦ ଦାସ୍, ଏସପି, ପୁଲିସଫୋର୍ସ ପହଞ୍ଚି ସ୍ଥିତି ନିୟନ୍ତ୍ରଣକୁ ଆଣିଥିଲେ । କଡ଼ାସୁରକ୍ଷାରେ ମା’ଙ୍କ ମେଢ଼ଗୁଡ଼ିକ ଭସାଣି ପାଇଁ ନିଆଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe