କମିଶନରେଟ୍ ପୋଲିସର କଡ଼ା ଚେତାବନୀ; ଲୋକଙ୍କୁ ସମସ୍ୟା ହେଲେ ବନ୍ଧାହେବେ ଉତ୍ପାତକାରୀ

ଜିରୋ ନାଇଟରେ ଯେକୌଣସି ସେଲିବ୍ରେସନ ପାଇଁ କମିଶନରେଟ ପୁଲିସର ଅନୁମତି ନେବାକୁ ପଡ଼ିବ ଓ ସାରା ସହାରକୁ ଜଗିବ ସିସିଟିଭି । ଏନେଇ ସବୁ ଥାନାଗୁଡ଼ିକ ଆଇଆଇସିଙ୍କୁ କମିସନରଙ୍କର କଡା ନିର୍ଦ୍ଦେଶ ଦେଇଛନ୍ତି ।

Zero Night Celebration

ଜିରୋ ନାଇଟ ସେଲିବ୍ରେସନ ପାଇଁ କମିଶନରେଟ୍ ପୁଲିସର ଜିରୋ ଟଲେରାନ୍ସ ନୀତି । ମଦୁଆ ଓ ରୋଡ୍ ରୋମିଓଙ୍କ ଉପରେ କଡ଼ା ନଜର ରଖିବ ପୁଲିସ ଓ ସାଧାରଣ ଲୋକଙ୍କୁ ଯେପରି ସମସ୍ୟା ନହେବ, ସେଥିପ୍ରତି ଟିକନିକ ନଜର ରଖିବ ପୁଲିସ । ଯଦି ଲୋକଙ୍କୁ କୌଣସୁ ଅସୁବିଧା ହୁଏ, ତେବେ ବନ୍ଧା ହେବେ ଉତ୍ପାତତ୍କାରୀ ।

ଏହାସହ ଜିରୋ ନାଇଟରେ ଯେକୌଣସି ସେଲିବ୍ରେସନ ପାଇଁ କମିଶନରେଟ ପୁଲିସର ଅନୁମତି ନେବାକୁ ପଡ଼ିବ ଓ ସାରା ସହାରକୁ ଜଗିବ ସିସିଟିଭି । ଏନେଇ ସବୁ ଥାନାଗୁଡ଼ିକ ଆଇଆଇସିଙ୍କୁ କମିସନରଙ୍କର କଡା ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଜିରୋ ନାଇଟ ସେଲିବ୍ରେସନ ପାଇଁ କଟକ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ସହ ବ୍ୟାପକ ଫୋର୍ସ ମୁତ୍ୟୟନ କରାଯିବ ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe