ଚୋରି ରୋକିବାକୁ କମିଶନରେଟ୍‌ ପୋଲିସର ପଦକ୍ଷେପ; ଏଣିକି ଆପାର୍ଟମେଣ୍ଟର ପ୍ରବେଶ ପ୍ରସ୍ଥାନ ପଥରେ ଲାଗିବ ସିସିଟିଭି

Advertisment

ସମସ୍ତ ଆପାର୍ଟମେଣ୍ଟରେ କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛି କମିଶନରେଟ ପୁଲିସ ।

ସମସ୍ତ ଆପାର୍ଟମେଣ୍ଟରେ କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛି କମିଶନରେଟ ପୁଲିସ ।

Commissionerate Police

କନକ ବ୍ୟୁରୋ : ଆପାର୍ଟମେଣ୍ଟବାସୀଙ୍କ ପାଇଁ ଜରୁରୀ ସୂଚନା । ଏଣିକି ଆପାର୍ଟମେଣ୍ଟର ପ୍ରବେଶ ପ୍ରସ୍ଥାନ ପଥରେ ଲାଗିବ ସିସିଟିଭି । ସମସ୍ତ ଆପାର୍ଟମେଣ୍ଟରେ କ୍ୟାମେରା ଲଗାଇବାକୁ ନିର୍ଦ୍ଦେଶ ଦେଇଛି କମିଶନରେଟ ପୁଲିସ । ଆପାର୍ଟମେଣ୍ଟ ବାସିନ୍ଦା କଲ୍ୟାଣ ସଂଘ ଏହା ନିଶ୍ଚିତ କରିବେ । କ୍ୟାମେରାରେ କଏଦ ତଥ୍ୟ କମିଶନରେଟ ପୋଲିସକୁ ଦେବେ । ଆପାର୍ଟମେଣ୍ଟରେ ଚୋରି ବଢ଼ିବାରୁ କମିଶନରେଟ ପୋଲିସ ଏଭଳି ପଦକ୍ଷେପ ନେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe