ହୋଲିକୁ ନେଇ ସଜାଗ କମିଶନରେଟ୍ ପୋଲିସ;ନିଶା ସେବନ କରି ଉତ୍ପାତ ହେଲେ ହେବେ ବନ୍ଧା

Advertisment

ହୋଲିକୁ ନେଇ ସଜାଗ କମିଶନରେଟ୍ ପୋଲିସ । ନିଶା ସେବନ କରି ଉତ୍ପାତ ହେଲେ ହେବେ ବନ୍ଧା । ଭୁବନେଶ୍ବର ଡିସିପିଙ୍କ ସୂଚନା, ନଦୀପଠା, ସାଇପନ୍ ଏବଂ କେନାଲ ଉପରେ ରଖାଯିବ ନଜର ।

ହୋଲିକୁ ନେଇ ସଜାଗ କମିଶନରେଟ୍ ପୋଲିସ । ନିଶା ସେବନ କରି ଉତ୍ପାତ ହେଲେ ହେବେ ବନ୍ଧା । ଭୁବନେଶ୍ବର ଡିସିପିଙ୍କ ସୂଚନା, ନଦୀପଠା, ସାଇପନ୍ ଏବଂ କେନାଲ ଉପରେ ରଖାଯିବ ନଜର ।

6େମ୍େଂନମି

Photograph: (kanakNews)

କନକ ବ୍ୟୁରୋ :ହୋଲିକୁ ନେଇ ସଜାଗ କମିଶନରେଟ୍ ପୋଲିସ । ନିଶା ସେବନ କରି ଉତ୍ପାତ ହେଲେ ହେବେ ବନ୍ଧା । ଭୁବନେଶ୍ବର ଡିସିପିଙ୍କ ସୂଚନା, ନଦୀପଠା, ସାଇପନ୍ ଏବଂ କେନାଲ ଉପରେ ରଖାଯିବ ନଜର । ହୋଲି ସମୟରେ ଅତୀତରେ ଘଟିଥିବା ଅଘଟଣକୁ ନଜିରରେ ରଖି ପୁଲିସ ସଜାଗ ରହିଛି । ସମସ୍ତେ ନିଜ ନିଜ ସାଙ୍ଗ ମାନଙ୍କ ଉପରେ ନଜର ରଖିବା ସହ ଅଭିଭାବକ ମାନେ ନିଜ ନିଜ ପିଲାଙ୍କୁ ହୋଲି ବାବଦରେ ବୁଝାଇବେ ।

ଆଗରୁ ଯେଉଁ ଯେଉଁ ସ୍ଥାନରେ ପୂର୍ବରୁ ଦୁର୍ଘଟଣା ଘଟିଛି, ସେହି ସ୍ଥାନରେ ପୁଲିସ ଏବଂ ଦମକଳ ବାହିନୀ ମୃତ୍ୟୟନ କରାଯିବ । ନଦୀ ପଠା, ସାଇପନ ଏବଂ କେନାଲ ଉପରେ ନଜର ରଖିଛି ପୁଲିସ ବିଭାଗ । ଡ୍ରଙ୍କ ଆଣ୍ଡ ଡ୍ରାଇଭ ଏବଂ ମଦୁଆ ଏବଂ ରୋଡ଼ ରୋମିଓଙ୍କ ଉପରେ ରହିବ କଡା ନଜର । ରାସ୍ତା ଉପରେ ଝଗଡ଼ା, ଗଣ୍ଡଗୋଳ ପାଇଁ ପୁଲିସ ପେଟ୍ରୋଲିଂ ଟିମ ଜଗିବେ । ରାସ୍ତା ଉପରେ ଉତ୍ପାତ କଲେ ପୁଲିସ ବାନ୍ଧିବ । ଅପରାଧୀଙ୍କ କାର୍ଯ୍ୟକଳାପକୁ ଦୃଷ୍ଟିରେ ସବୁ ଥାନାର ଓଓଉ ମାନଙ୍କୁ ସବୁ ହୋଟେଲ ଉପରେ ତୀକ୍ଷ୍ଣ ନଜର ରଖିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe