କମିଶନରେଟ୍ ପୁଲିସ୍ ହାତରେ ଧରାପଡ଼ିଲା ଚେନ୍ ଲୁଟେରା: ୪ଟି ସୁନାଚେନ୍ ଓ କାର ଜବତ

Advertisment

ଜଣେ ଚେନ୍ ଲୁଟେରାକୁ ଧରିଲା ଭୁବନେଶ୍ବର ଲିଙ୍ଗରାଜ ଥାନା ପୁଲିସ୍। ଏହି ଲୁଟେରା ଜଣକ ଗତମାସ ୩୦ ତାରିଖରେ ଲିଙ୍ଗରାଜ ଥାନା ଅନ୍ତର୍ଗତ ଲିଙ୍ଗରାଜ ଥାନା ଅଂଚଳରେ ଜଣଙ୍କ ଘରକୁ ଆସି ଏକ ସୁନା ଚେନ୍ ଲୁଟିନେଇଥିଲେ।

ଜଣେ ଚେନ୍ ଲୁଟେରାକୁ ଧରିଲା ଭୁବନେଶ୍ବର ଲିଙ୍ଗରାଜ ଥାନା ପୁଲିସ୍। ଏହି ଲୁଟେରା ଜଣକ ଗତମାସ ୩୦ ତାରିଖରେ ଲିଙ୍ଗରାଜ ଥାନା ଅନ୍ତର୍ଗତ ଲିଙ୍ଗରାଜ ଥାନା ଅଂଚଳରେ ଜଣଙ୍କ ଘରକୁ ଆସି ଏକ ସୁନା ଚେନ୍ ଲୁଟିନେଇଥିଲେ।

wqsdqwq

କନକ ବ୍ୟୁରୋ: ଜଣେ ଚେନ୍ ଲୁଟେରାକୁ ଧରିଲା ଭୁବନେଶ୍ୱର ଲିଙ୍ଗରାଜ ଥାନା ପୁଲିସ୍। ଏହି ଲୁଟେରା ଜଣକ ଗତମାସ ୩୦ ତାରିଖରେ ଲିଙ୍ଗରାଜ ଥାନା ଅନ୍ତର୍ଗତ ଲିଙ୍ଗରାଜ ଥାନା ଅଂଚଳରେ ଜଣଙ୍କ ଘରକୁ ଆସି ଏକ ସୁନା ଚେନ୍ ଲୁଟିନେଇଥିଲେ। ଜଣେ ବୃଦ୍ଧ ମହିଳାଙ୍କ ଠାରୁ ସୁନାଚେନ୍ ଛଡ଼ାଇ ନେଇ ଫେରାର ହୋଇଯାଇଥିଲା। ଏହାସହ ଆଉ କିଛି ଜାଗାରୁ ମଧ୍ୟ ସୁନା ଚେନ୍ ଛିନତାଇରେ ତାର ସମ୍ପୃକ୍ତି ଥିବା ଜଣାପଡ଼ିଛି। ଗିରଫ ହୋଇଥିବା ପ୍ରଶାନ୍ତ କୁମାର ଦାସ ଓରଫ ଟୁଲୁ ଠାରୁ ୪ଟି ସୁନାଚେନ୍ ଜବତ କରିଛି ପୁଲିସ୍ । ଏହାସହ ଲୁଟେରା ବ୍ୟବହାର କରୁଥିବା ଗୋଟିଏ କାର ମଧ୍ୟ ଜବତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe