ଦିନେ ନାଟକର ସାଜିଥିଲେ ନାୟିକା, ଆଜି ଚା’ ବିକି ମେଣ୍ଟାଉଛନ୍ତି ଗୁଜୁରାଣ । ସାହାଯ୍ୟ କଲେ ହାସ୍ୟ ଅଭିନେତା ହରିହର ।

Advertisment

ହାସ୍ୟ ଅଭିନେତାଙ୍କ ବଡହୃଦୟ । ସହାୟତାର ହାତ ବଢାଇଲେ ହରିହର । ଅସହାୟ କଳାକାରଙ୍କୁ କଲେ ସାହାଯ୍ୟ । ସାଗରବାଳାଙ୍କର ସାଜିଲେ ସାହାରା । ସମୟ ବଡ ବଳବାନ । ସମୟ ମଣିଷକୁ ସୁଯୋଗ ଦେଇ ପରିଚିତ କରାଏ ପୁଣି ସେହି ସମୟ ସଂଘର୍ଷର ଘଣାରେ ପେଶି ଯନ୍ତ୍ରଣା ଦିଏ । ବୟସ ହଟିଲେ ମଣିଷ ଜୀବନର ବାଟ ବଦଳିଯାଏ । ଏଇ ଯେମିତି, କଳାକାର ସାଗରବାଳା ପଟ୍ଟନାୟକଙ୍କ ଅବସ୍ଥା... 

 harihar

କନକ ବ୍ୟୁରୋ: ହାସ୍ୟ ଅଭିନେତାଙ୍କ ବଡହୃଦୟ । ସହାୟତାର ହାତ ବଢାଇଲେ ହରିହର । ଅସହାୟ କଳାକାରଙ୍କୁ କଲେ ସାହାଯ୍ୟ । ସାଗରବାଳାଙ୍କର ସାଜିଲେ ସାହାରା । ସମୟ ବଡ ବଳବାନ । ସମୟ ମଣିଷକୁ ସୁଯୋଗ ଦେଇ ପରିଚିତ କରାଏ ପୁଣି ସେହି ସମୟ ସଂଘର୍ଷର ଘଣାରେ ପେଶି ଯନ୍ତ୍ରଣା ଦିଏ । ବୟସ ହଟିଲେ ମଣିଷ ଜୀବନର ବାଟ ବଦଳିଯାଏ । ଏଇ ଯେମିତି, କଳାକାର ସାଗରବାଳା ପଟ୍ଟନାୟକଙ୍କ ଅବସ୍ଥା... 

ଦିନେ ଓଡିଶା ପ୍ରସିଦ୍ଧ ଅନ୍ନପୂର୍ଣ୍ଣା ଥିଏଟରରେ ବହୁ ଚର୍ଚ୍ଚିତ ନାୟିକା ଭାବେ ଅଭିନୟ କରି ବେଶ ନାଁ କରିଥିଲେ । ବାସନ୍ତୀ ଅପା ନାଁରେ ପରିଚିତ ଏହି ଲେଡି କଳାକାର ତାଙ୍କ ଜୀବନ କାଳ ମଧ୍ୟରେ ୫୦୦ରୁ ଅଧିକ ନାଟକରେ ଅଭିନୟ କରିଥିଲେ ହେଁ ବୟସର ଅପରାହ୍ନରେ କିନ୍ତୁ ତାଙ୍କୁ ସଂଘର୍ଷ କରିବାକୁ ପଡୁଛି... 

ଏକ ଚା’ ଦୋକାନ କରି ଚଳୁଥିବା ବେଳେ ହାସ୍ୟ ଅଭିନେତା ହରିହର ମହାପାତ୍ର ଅସହାୟ କଳାକାରଙ୍କ ଖବର ପାଇ ତାଙ୍କ ବାର୍ଦ୍ଧକ୍ୟ ଅବସ୍ଥାରେ ସାହା ହେବାକୁ ଜଗତସିଂହପୁର ଚାରି ପୋଲିଆ ମକରପୁର ଗାଁ ସ୍ଥିତ ବାସନ୍ତୀ ଅପାଙ୍କ ଚା’ ଦୋକାନରେ ପହଞ୍ଚିଥିଲେ ଏବଂ ତାଙ୍କ ଭଲମନ୍ଦ ବୁଝି ପୂଜ୍ୟପୂଜାର ଅଧିକାରୀ ଜଣେ ନାଟ୍ୟ କଳାକାରଙ୍କୁ ଆଗାମୀ ଦିନରେ ମାସିକ ୧୦୦୦ ଟଙ୍କା ଲେଖାଏଁ ସହାୟତା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଆଉ ହରିହରଙ୍କ ଏ ସାହାଯ୍ୟ ପାଇ ବେଶ ଖୁସି ଅଛନ୍ତି ବାସନ୍ତୀ ଅପା...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe