ପିଲା ପଢିବେ ସେୟାର ବଜାର ପାଠ ; ଇଣ୍ଟର୍ଣ୍ଣସିପ୍ ମାଧ୍ୟମରେ ଦିଆଯିବ ଟ୍ରେନିଙ୍ଗ
ନିବେଶରେ କ୍ଷତି ନେଉଛି ଜୀବନ, ମାନସିକ ଭାରସାମ୍ୟ ହରାଉଛନ୍ତି ଯୁବପିଢ଼ି। ଏତିକିବେଳେ ସେୟାର ବଜାରକୁ ନେଇ ସାକ୍ଷରତା ପାଇଁ ଉଚ୍ଚଶିକ୍ଷା ବିଭାଗର ବଡ ପଦକ୍ଷେପ । କଲେଜ ପିଲା ପଢ଼ିବେ ସେୟାର ମାର୍କେଟ ପାଠ । ଇଣ୍ଟର୍ଣ୍ଣସିପ୍ ମାଧ୍ୟମରେ ଦିଆଯିବ ପ୍ରଶିକ୍ଷଣ ।
/kanak/media/media_files/2025/05/16/rrUh8KWljV1IzuUdiySf.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)