କନକ ବ୍ୟୁରୋ : ବ୍ୟାପିବାରେ ଲାଗିଛି ଭାଇରାଲ ଫିବର । ଦୀର୍ଘ ଦିନ ଧରି କାସ, ଜ୍ବରରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ଔଷଧ ଖାଇଲେ କିଛି ଦିନ ଠିକ୍, କିନ୍ତୁ ତାପରେ ଯେମିତି କୁ ସେମିତି । ହେଲେ କାହିଁକି ଏତେଦିନ ଧରି ଲାଗିରହୁଛି ଥଣ୍ଡା, ଜ୍ୱର । କଣ ଏହାର କାରଣ ଓ ଲକ୍ଷଣ । ଡାକ୍ତରଙ୍କ ମତରେ, କୋଭିଡ ପରେ ଏଭଳି ସ୍ୱାସ୍ଥ୍ୟ ସମସ୍ୟା ବଢ଼ିଛି । ଏଥିପାଇଁ ଆଗୁଆ ସତର୍କ ହେଲେ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରନ୍ତା। ଡାକ୍ତରଙ୍କ କହିବା ମୁତାବକ କୋଭିଡ ପରେ ଲୋକଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି କମିଛି । ଫଳରେ ଥଣ୍ଡା ଜ୍ୱର ଭଳି ରୋଗ ପାଇଁ ଯେଉଁ ପାୱାରର ମେଡିସିନ କାମ କରିବା କଥା ତାହା କରୁନାହିଁ । ଏଣୁ ଏହି ରୋଗ ଦୀର୍ଘ ସମୟ ଧରି ଶରୀରକୁ ଆକ୍ରାନ କରି ରହୁଛି ।
ଘରେ ଘରେ ଥଣ୍ଡା, କାଶ, ଜ୍ୱର । କ୍ୟାପିଟାଲ ହସ୍ପିଟାଲରେ ଦୁଇଗୁଣା ଅଧିକ ଆକ୍ରାନ୍ତ, କୋଭିଡକୁ କାରଣ କହିଲେ ଡାକ୍ତର
ଏଥିପାଇଁ ଆଗୁଆ ସତର୍କ ହେଲେ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇ ପାରନ୍ତା। ଡାକ୍ତରଙ୍କ କହିବା ମୁତାବକ କୋଭିଡ ପରେ ଲୋକଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି କମିଛି । ଫଳରେ ଥଣ୍ଡା ଜ୍ୱର ଭଳି ରୋଗ ପାଇଁ ଯେଉଁ ପାୱାରର ମେଡିସିନ କାମ କରିବା କଥା ତାହା କରୁନାହିଁ ।
/kanak/media/media_files/2024/12/04/qaAtMeRJIQ6iOWq2DswY.jpg)